ରାଜ୍ୟରେ ପୃଥକ୍‌ ଦୁର୍ଘଟଣା:  ଜଣେ ମୃତ, ୧୬ ଆହତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପୃଥକ୍&zwnj; ସ୍ଥାନରେ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଓ ୧୬ ଜଣ ଆହତ ହୋଇଛନ୍ତି।&nbsp; ଅନୁଗୋଳ ଜିଲ୍ଲା ଜରପଡ଼ା ନିକଟରେ ଏକ କାର୍&zwnj;କୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲା କଦଳୀମୁଣ୍ଡା ନର୍ସରୀ ନିକଟରେ ଏକ ପିକ୍&zwnj;ନିକ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।&nbsp; ଛତିଶଗଡ଼ ତିର୍ଥଗଡରୁ ପିକ୍&zwnj;ନିକ୍ ସାରି ଫେରିଲା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍&zwnj;କୁ ବସ୍&zwnj;ଟି ଧକ୍କା ଦେଇଥିଲା। &nbsp;ଫଳରେ ବସ୍&zwnj;ରେ ଥିବା ୧୧ ଯାତ୍ରୀ ଆହତ ହୋଇଛନ୍ତି।&nbsp; ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ବଲାଙ୍ଗିର ଆର୍ୟୁବେଦିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି।</p> <p>ଏପଟେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମିରିଗିମୁଣ୍ଡିରେ ପିକ୍&zwnj;ନିକ୍&zwnj; ବସ୍&zwnj;କୁ ଧକ୍କା ଦେଲା ଟ୍ରକ୍। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।&nbsp; ବସ୍&zwnj;ଟି କୋଲକାତାରୁ ପୁରୀ ଆସୁଥିଲା।</p>

Ordigital Desk
  • Published: Thursday, 28 December 2017
  • Updated: 28 December 2017, 10:52 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପୃଥକ୍&zwnj; ସ୍ଥାନରେ ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଓ ୧୬ ଜଣ ଆହତ ହୋଇଛନ୍ତି।&nbsp; ଅନୁଗୋଳ ଜିଲ୍ଲା ଜରପଡ଼ା ନିକଟରେ ଏକ କାର୍&zwnj;କୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲା କଦଳୀମୁଣ୍ଡା ନର୍ସରୀ ନିକଟରେ ଏକ ପିକ୍&zwnj;ନିକ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।&nbsp; ଛତିଶଗଡ଼ ତିର୍ଥଗଡରୁ ପିକ୍&zwnj;ନିକ୍ ସାରି ଫେରିଲା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍&zwnj;କୁ ବସ୍&zwnj;ଟି ଧକ୍କା ଦେଇଥିଲା। &nbsp;ଫଳରେ ବସ୍&zwnj;ରେ ଥିବା ୧୧ ଯାତ୍ରୀ ଆହତ ହୋଇଛନ୍ତି।&nbsp; ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ବଲାଙ୍ଗିର ଆର୍ୟୁବେଦିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି।</p><p>ଏପଟେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମିରିଗିମୁଣ୍ଡିରେ ପିକ୍&zwnj;ନିକ୍&zwnj; ବସ୍&zwnj;କୁ ଧକ୍କା ଦେଲା ଟ୍ରକ୍। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।&nbsp; ବସ୍&zwnj;ଟି କୋଲକାତାରୁ ପୁରୀ ଆସୁଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos