ପଥର ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ଆମ୍ୱୁଲାନ୍ସ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆମ୍ୱୁଲାନ୍ସ। ଏଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ମୁଖ୍ୟ  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ବାସୁ ମଣ୍ଡଳ, ନିମାଇ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସ ମହାପାତ୍ର। ଭୁବନେଶ୍ୱର […]

accident

accident

Jyoshna Pradhan
  • Published: Tuesday, 28 May 2019
  • Updated: 28 May 2019, 10:52 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆମ୍ୱୁଲାନ୍ସ। ଏଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ମୁଖ୍ୟ  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ବାସୁ ମଣ୍ଡଳ, ନିମାଇ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସ ମହାପାତ୍ର।accident

ଭୁବନେଶ୍ୱର କଳିଙ୍ଗ ହସପିଟାଲରୁ  ଜଣେ ହୃଦ୍‌ରୋଗୀ ଡିସ୍‌ଚାର୍ଜ ହୋଇ ଆମ୍ୱୁଲାନ୍ସରେ ତାଙ୍କ ଘର ପୂର୍ବ ମେଦିନପୁରକୁ ଯାଉଥିଲେ। ଏହି ସମୟରେ ସୋର ନିକଟସ୍ଥ ବରଫ କଳ ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ୍‌କୁ ପଛପଟେ ପିଟି ହୋଇଥିଲା ଆମ୍ବୁଲାନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story