କେନାଲରେ ପାଣି ଛାଡ଼ିବା ଦାବିରେ ଚାଷୀଙ୍କ ରାସ୍ତାରୋକ

<p>ଧର୍ମଗଡ଼: କେନାଲରେ ପାଣି ଛାଡ଼ିବା ଦାବିରେ ତାତିଲେ ଚାଷୀ। କେନାଲ ଥିବା ସତ୍ତ୍ୱେ ପାଣି ଆସୁ ନାହିଁ, ଫଳରେ ଧାନ ଚାଷ ଉଜୁଡ଼ିବାକୁ ବସିଛି। ତୁରନ୍ତ ଜଳ ଯୋଗାଣ ଦାବିରେ ଧର୍ମଗଡ଼, ଗୋଲାମୁଣ୍ଡା ଅଞ୍ଚଳର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି। ଫଳରେ ଧର୍ମଗଡ଼-ଗୋଲାମୁଣ୍ଡା-ସିନାପାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନରେ ଧର୍ମଗଡ଼ ଓ ଗୋଲାମୁଣ୍ଡାର ବହୁ ଚାଷୀ ସାମିଲ ହୋଇଛନ୍ତି।</p> <p>କେନାଲରେ ପାଣି ମାଡିଲେ ଧର୍ମଗଡ଼ ବ୍ଲକର ଖଇରପଦର, ବ୍ରାହ୍ମଣ ଲୁଣ୍ଡିଆ ଓ ଗୋଳାମୁଣ୍ଡା ଡିଷ୍ଟ୍ରିବ୍ୟୁଟାରି ଦ୍ୱାରା ପ୍ରାୟ ୧୫ଟି ଗ୍ରାମପଞ୍ଚାୟତକୁ ଜଳ ସେଚନ ହୋଇପାରିବ। ତିନି ବର୍ଷ ହେଲା କେନାଲ ନିର୍ମାଣ ହୋଇଥିଲେ ବି ଏଥିରେ ପାଣି ଆସୁ ନାହିଁ।</p>

Ordigital Desk
  • Published: Friday, 15 September 2017
  • Updated: 15 September 2017, 11:53 AM IST

Sports

Latest News

<p>ଧର୍ମଗଡ଼: କେନାଲରେ ପାଣି ଛାଡ଼ିବା ଦାବିରେ ତାତିଲେ ଚାଷୀ। କେନାଲ ଥିବା ସତ୍ତ୍ୱେ ପାଣି ଆସୁ ନାହିଁ, ଫଳରେ ଧାନ ଚାଷ ଉଜୁଡ଼ିବାକୁ ବସିଛି। ତୁରନ୍ତ ଜଳ ଯୋଗାଣ ଦାବିରେ ଧର୍ମଗଡ଼, ଗୋଲାମୁଣ୍ଡା ଅଞ୍ଚଳର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି। ଫଳରେ ଧର୍ମଗଡ଼-ଗୋଲାମୁଣ୍ଡା-ସିନାପାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନରେ ଧର୍ମଗଡ଼ ଓ ଗୋଲାମୁଣ୍ଡାର ବହୁ ଚାଷୀ ସାମିଲ ହୋଇଛନ୍ତି।</p><p>କେନାଲରେ ପାଣି ମାଡିଲେ ଧର୍ମଗଡ଼ ବ୍ଲକର ଖଇରପଦର, ବ୍ରାହ୍ମଣ ଲୁଣ୍ଡିଆ ଓ ଗୋଳାମୁଣ୍ଡା ଡିଷ୍ଟ୍ରିବ୍ୟୁଟାରି ଦ୍ୱାରା ପ୍ରାୟ ୧୫ଟି ଗ୍ରାମପଞ୍ଚାୟତକୁ ଜଳ ସେଚନ ହୋଇପାରିବ। ତିନି ବର୍ଷ ହେଲା କେନାଲ ନିର୍ମାଣ ହୋଇଥିଲେ ବି ଏଥିରେ ପାଣି ଆସୁ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos