ବ୍ରାହ୍ମଣୀ ନଦୀ ସେତୁ ଓ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ

<p>କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ଜଟିଆ ବ୍ରାହ୍ମଣୀ ନଦୀ ସେତୁ ଓ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ। ଇଣ୍ଡିଆ ୟୁଥ୍ ଆସୋସିଏସନ୍ ଓ ସଚେତନ ନାଗରିକ ମଞ୍ଚ ତରଫରୁ ରାସ୍ତା ଅବରୋଧ କରାଯାଇଛି। ଫଳରେ ତାଳଚେର-କାମାକ୍ଷାନଗର ଓ ଯାଜପୁରକୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ରହିଛି।</p> <p>ଅଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ସେତୁଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାସହ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ରହିଛି। &nbsp;ଏନେଇ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।&nbsp; ଜାତୀୟ ରାଜପଥର ମରାମତି ପାଇଁ ପୂର୍ବରୁ ମଧ୍ୟ ସଙ୍ଗଠନ ତରଫରୁ ଆନ୍ଦୋଳନ କରାଯାଇଥିଲା।&nbsp; ତେବେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ରାସ୍ତା ମରାମତି କରାଯାଉନଥିବା ଲୋକେ କହିଛନ୍ତି।</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 01:36 PM IST

Sports

Latest News

<p>କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ଜଟିଆ ବ୍ରାହ୍ମଣୀ ନଦୀ ସେତୁ ଓ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ। ଇଣ୍ଡିଆ ୟୁଥ୍ ଆସୋସିଏସନ୍ ଓ ସଚେତନ ନାଗରିକ ମଞ୍ଚ ତରଫରୁ ରାସ୍ତା ଅବରୋଧ କରାଯାଇଛି। ଫଳରେ ତାଳଚେର-କାମାକ୍ଷାନଗର ଓ ଯାଜପୁରକୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ରହିଛି।</p><p>ଅଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ସେତୁଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାସହ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ରହିଛି। &nbsp;ଏନେଇ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।&nbsp; ଜାତୀୟ ରାଜପଥର ମରାମତି ପାଇଁ ପୂର୍ବରୁ ମଧ୍ୟ ସଙ୍ଗଠନ ତରଫରୁ ଆନ୍ଦୋଳନ କରାଯାଇଥିଲା।&nbsp; ତେବେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ରାସ୍ତା ମରାମତି କରାଯାଉନଥିବା ଲୋକେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos