ଏମିତି ଆମ ବିକାଶ! ୪ କିଲୋମିଟର ବୁହାହେଲେ

ମାଲିକାନଗିରି (ଜିତେନ୍ଦ୍ର ବେଉରା): ମାଲିକାନଗିରି ଜିଲ୍ଲାର ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ତେଣୁ ଜଣେ ରୋଗୀକୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଲା। ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟିସ୍ଥିତ ଗୋଇଗୁଡ଼ା ଗାଁରେ। ଗୋଇଗୁଡ଼ା ଗାଁର ସମ୍ଭାରୀ ବଡ଼ନାୟକ ନାମକ ଜଣେ ମହିଳା ଅସୁସ୍ଥ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା […]

village

village

Jitendra Garnayak
  • Published: Saturday, 19 January 2019
  • Updated: 19 January 2019, 02:56 PM IST

Sports

Latest News

ମାଲିକାନଗିରି (ଜିତେନ୍ଦ୍ର ବେଉରା): ମାଲିକାନଗିରି ଜିଲ୍ଲାର ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ତେଣୁ ଜଣେ ରୋଗୀକୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଲା। ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟିସ୍ଥିତ ଗୋଇଗୁଡ଼ା ଗାଁରେ।

ଗୋଇଗୁଡ଼ା ଗାଁର ସମ୍ଭାରୀ ବଡ଼ନାୟକ ନାମକ ଜଣେ ମହିଳା ଅସୁସ୍ଥ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ କିଛି ଗ୍ରାମବାସୀ ମିଶି ସମ୍ଭାରୀଙ୍କୁ ଖଟିଆରେ ବୋହି ୪ କିଲୋମିଟର ଦୂରରେ ଠିଆ ହୋଇଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ।

ତାଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ ଖଇରିପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହା କେବଳ ମାଲକାନଗିରିର ଏକ ଗାଁର ଚିତ୍ର ନୁହେଁ। ନିୟମିତ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମିତି ଖବର ଆସୁଛି। କେଉଁଠି ରୋଗୀ ବୁହା ହେଉଛନ୍ତି ତ କେଉଁଠି ଗର୍ଭବତୀ। ଅନ୍‌ଲାଇନ୍‌, ୱାଇଫାଇ ଯୁଗରେ ରାଜ୍ୟର ଏମିତି ଅନେକ ଗାଁକୁ ଏଯାଏ ଯିବାଆସିବା କରିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ଅତ୍ୟନ୍ତ ଳଜ୍ଜାଜନକ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story