ଟ୍ରେନ୍‌ ସମୟ ସୂଚୀରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଗତକାଲି ବାଲେଶ୍ୱରସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡିବା ପରେ ଖୋର୍ଦ୍ଧା ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏହା ପ୍ରଭାବରେ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍‌ର ସମୟସୂଚୀରେ ପରିବର୍ତ୍ତନ ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଆଜି ଉଭୟ ପଟୁ ବାତିଲ୍ ହୋଇଛି । କାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଚେନ୍ନାଇ ମେଲ୍ ଆଜି […]

train-6-1

train-6-1

Niharika Rout
  • Published: Monday, 30 December 2019
  • Updated: 30 December 2019, 08:40 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଗତକାଲି ବାଲେଶ୍ୱରସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡିବା ପରେ ଖୋର୍ଦ୍ଧା ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏହା ପ୍ରଭାବରେ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍‌ର ସମୟସୂଚୀରେ ପରିବର୍ତ୍ତନ ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଆଜି ଉଭୟ ପଟୁ ବାତିଲ୍ ହୋଇଛି । କାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଚେନ୍ନାଇ ମେଲ୍ ଆଜି ହାଓ୍ୱଡ଼ାରୁ ଦିନ ୧୨ଟା ୧୫ରେ ଛାଡ଼ିବ । ସେହିଭଳି ଫଲକନାମା ଏକ୍ସପ୍ରେସ୍ ଆଜି ହାଓ୍ୱଡ଼ାରୁ ଦିନ ୧ଟା ୧୫ରେ ଛାଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡ଼ିବା ଫଳରେ ଖୋର୍ଦ୍ଧା-ଖଡ଼ଗପୁର ରୁଟ୍‌ରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରେଳ ଚଳାଚଳ ବନ୍ଦ ରହିଥିଲା । ଫଳରେ ଯାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।  ଏହାର  ମରାମତି କାମରେ ଖଡଗପୁରରୁ ୩ଟି ଓ ବାଲେଶ୍ୱର ୨ଟି ଟାୱାର କାର୍‌ ନିୟୋଜିତ କରାଯାଇଥିଲା । ।   ଛିଣ୍ଡି ପଡିଥିବା ବିଦ୍ୟୁତ୍‌ ତାର ସଜାଡିବା ପାଇଁ ୧୫୦ରୁ ଅଧିକ ରେଲୱେ କର୍ମଚାରୀ ଓ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ।   ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ରାତି ପ୍ରାୟ ୧୧ଟା ପରେ ଉଭୟ ଅପ୍ ଓ ଡାଉନ୍ ରୁଟରେ ଟ୍ରେନ ଚଳାଚଳ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story