ବୈଷିୟିକ ଜ୍ଞାନର ବ୍ୟବହାର କରି ଦକ୍ଷ ହୁଅ: ଇସ୍ରୋ ଅଧ୍ୟକ୍ଷ

ରାଉରକେଲା: ରାଉରକେଲା ଏନଆଇଟିରେ ପାଳିତ ହୋଇଛି ୧୪ତମ ସମାବର୍ତ୍ତନ ଉତ୍ସବ। ଇସ୍ରୋ ଅଧ୍ୟକ୍ଷ ଅଲୁର ସିଲିନ କିରଣ କୁମାର ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବୈଷିୟିକ ଜ୍ଞାନର ବ୍ୟବହାର କରି ଜୀବନରେ ଦକ୍ଷ ହେବା ଲାଗି ଆହ୍ୱାନ ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ। ଚିଳିତବର୍ଷ ସମାବର୍ତ୍ତନ ଉତ୍ସବରେ ଏନଆଇଟିର ବିଭିନ୍ନ ବିଭାଗରେ ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିଭଳି ୧୦୩ ଜଣଙ୍କୁ ପିଏଚଡି ପ୍ରଦାନ କରାଯାଇଛି।

rourkela

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 03:07 PM IST

ରାଉରକେଲା: ରାଉରକେଲା ଏନଆଇଟିରେ ପାଳିତ ହୋଇଛି ୧୪ତମ ସମାବର୍ତ୍ତନ ଉତ୍ସବ। ଇସ୍ରୋ ଅଧ୍ୟକ୍ଷ ଅଲୁର ସିଲିନ କିରଣ କୁମାର ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବୈଷିୟିକ ଜ୍ଞାନର ବ୍ୟବହାର କରି ଜୀବନରେ ଦକ୍ଷ ହେବା ଲାଗି ଆହ୍ୱାନ ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ।

ଚିଳିତବର୍ଷ ସମାବର୍ତ୍ତନ ଉତ୍ସବରେ ଏନଆଇଟିର ବିଭିନ୍ନ ବିଭାଗରେ ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିଭଳି ୧୦୩ ଜଣଙ୍କୁ ପିଏଚଡି ପ୍ରଦାନ କରାଯାଇଛି।

Related story