ରାଉରକେଲା: ମନ୍ଦିରରୁ ଆପତ୍ତିଜନକ ଜିନିଷ ମିଳିବା ପ୍ରତିବାଦରେ ୫ଟି ସ୍ଥାନରେ ରାସ୍ତାରୋକ, ୫ ପ୍ଲାଟୁନ ଫୋର୍ସ ମୁତୟନ
ରାଉରକେଲା: ରାଉରକେଲା ବିଶ୍ରାର ତିନିଟି ମନ୍ଦିରରେ ଗୋରୁମୁଣ୍ଡ ପକାଯିବା ଘଟଣାକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଦୁବୁର୍ତ୍ତଙ୍କ ଗିରଫଦାରୀ ଦାବିରେ ଆଜି ୫ଟି ସ୍ଥାନରେ ରାସ୍ତାରୋକ କରାଯାଇଛି। ବିଶ୍ରା ଓ ଜରେଇକେଲାରେ ଦୋକାନ ବଜାର ବନ୍ଦ ରହିଛି। ଗତକାଲି ରାତିରେ କେହି ଦୁବୃର୍ତ ୩ଟି ମନ୍ଦିରରେ ଗୋରୁ ମୁଣ୍ଡ ପକାଇ ଦେଇଥିଲେ। ଏହା ବିରୋଧରେ ଆଜି ଆନ୍ଦୋଳନକାରୀମାନେ ପ୍ରଦର୍ଶନ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୫ ପ୍ଲାଟୁନ୍ ପୋଲିସ ଫେ।ର୍ସ ମୁତୟନ କରାଯାଇଛି।