ରାଜ୍ୟ ବାହାରକୁ ମାନବ ଚାଲାଣ ! ଟ୍ରେନ୍‌ରୁ ୨ ନାବାଳିକାଙ୍କ ସମେତ ୮ ଯୁବତୀ ଉଦ୍ଧାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଲୱେ ଷ୍ଟେସନରେ ହଇଚଇ। ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ! ଆଜି ଏକ ଟ୍ରେନରୁ ମହାରାଷ୍ଟ୍ର ଯାଉଥିବା ୨ ନାବାଳିକାଙ୍କ ସମେତ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆରପିଏଫ୍ ଏହି ଯୁବତୀମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ସହ ଥିବା ଜଣେ ଯୁବକକୁ ଆରପିଏଫ୍ ଅଟକ ରଖି ବଲାଙ୍ଗିର ରେଲୱେ ଥାନାରେ ପଚରାଉଚରା କରୁଛି। ଆରପିଏଫ୍ ଉଦ୍ଧାର କରିଥିବା ଏହି ୧୦ ଜଣଙ୍କୁ ପଚରାଉଚରା ବେଳେ ସେମାନେ ମୁମ୍ୱାଇର ଏକ ମାଛ […]

railway

railway

Niranjan Mishra
  • Published: Wednesday, 29 June 2022
  • Updated: 29 June 2022, 04:37 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଲୱେ ଷ୍ଟେସନରେ ହଇଚଇ। ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ! ଆଜି ଏକ ଟ୍ରେନରୁ ମହାରାଷ୍ଟ୍ର ଯାଉଥିବା ୨ ନାବାଳିକାଙ୍କ ସମେତ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆରପିଏଫ୍ ଏହି ଯୁବତୀମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ସହ ଥିବା ଜଣେ ଯୁବକକୁ ଆରପିଏଫ୍ ଅଟକ ରଖି ବଲାଙ୍ଗିର ରେଲୱେ ଥାନାରେ ପଚରାଉଚରା କରୁଛି।

ଆରପିଏଫ୍ ଉଦ୍ଧାର କରିଥିବା ଏହି ୧୦ ଜଣଙ୍କୁ ପଚରାଉଚରା ବେଳେ ସେମାନେ ମୁମ୍ୱାଇର ଏକ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା କହିଥିଲେ। କିନ୍ତୁ ସେମାନଙ୍କୁ କିଏ ଏବଂ କେଉଁ ଫ୍ୟାକ୍ଟ୍ରିକୁ ନେଉଥିଲା କହିପାରି ନ ଥିଲେ।

ଏମାନେ ସମସ୍ତେ ଢେଙ୍କାନାଳ ଅଂଚଳର ହୋଇଥିବା ଜଣାପଡ଼ିଛି । ଆରପିଏଫ ପକ୍ଷରୁ ତୁରନ୍ତ ଜିଲ୍ଲା ଶ୍ରମ ବିଭାଗ ଏବଂ ଚାଇଲଡ ଲାଇନକୁ ଖବର ଦିଆଯାଇଥିଲା। ଆରପିଏଫ ଥାନାରେ ସହକାରୀ ଶ୍ରମ ଅଧିକାରୀ ଏବଂ ଚାଇଲଡ ଲାଇନ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ତଦନ୍ତ ଚାଲିଥିବାରୁ କୌଣସି ଅଧିକାରୀ ମତାମତ ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story