ଆରଟିଓ ଅଫିସ୍‌ରେ ଥଇଥାନ୍‌ ହେବେ ଏଜେଣ୍ଟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ପାଇଁ ଗାଡ଼ି କାଗଜପତ୍ର କରାଇଦେଉଥିବା ଏଜେଣ୍ଟମାନଙ୍କୁ ଆର୍‌ଟିଓ ଅଫିସରେ ଥଇଥାନ୍‌ ହୋଇପାରନ୍ତି। ଆର୍‌ଟିଓ ଅଫିସ୍‌ ପରିସରରେ ବସିବା ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଏଜେଣ୍ଟମାନଙ୍କୁ ଥଇଥାନ୍‌ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଟିଓ ଅଫିସ୍‌ ଗୁଡ଼ିକୁ ରାଜ୍ୟ ସରକାର ଦଲାଲ ମୁକ୍ତ କରିଛନ୍ତି। ସେଥିପାଇଁ ଆର୍‌ଟିଓ ଅଫିସ୍‌ ପରିସରରେ ପସରା ମେଲାଇଥିବା ଏଜେଣ୍ଟମାନଙ୍କ ଚାଳିଆକୁ ରାଜ୍ୟ ସରକାର ଭାଙ୍ଗି ଦେଇଥିଲେ। ଯାହାଫଳରେ ରାଜ୍ୟର ବହୁ ଏଜେଣ୍ଟ ରୋଜଗାର […]

rto-2-1..1

rto-2-1..1

Manoranjan Sial
  • Published: Thursday, 05 December 2019
  • Updated: 05 December 2019, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ପାଇଁ ଗାଡ଼ି କାଗଜପତ୍ର କରାଇଦେଉଥିବା ଏଜେଣ୍ଟମାନଙ୍କୁ ଆର୍‌ଟିଓ ଅଫିସରେ ଥଇଥାନ୍‌ ହୋଇପାରନ୍ତି। ଆର୍‌ଟିଓ ଅଫିସ୍‌ ପରିସରରେ ବସିବା ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଏଜେଣ୍ଟମାନଙ୍କୁ ଥଇଥାନ୍‌ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆର୍‌ଟିଓ ଅଫିସ୍‌ ଗୁଡ଼ିକୁ ରାଜ୍ୟ ସରକାର ଦଲାଲ ମୁକ୍ତ କରିଛନ୍ତି। ସେଥିପାଇଁ ଆର୍‌ଟିଓ ଅଫିସ୍‌ ପରିସରରେ ପସରା ମେଲାଇଥିବା ଏଜେଣ୍ଟମାନଙ୍କ ଚାଳିଆକୁ ରାଜ୍ୟ ସରକାର ଭାଙ୍ଗି ଦେଇଥିଲେ। ଯାହାଫଳରେ ରାଜ୍ୟର ବହୁ ଏଜେଣ୍ଟ ରୋଜଗାର ହରାଇଥିଲେ। ଏହାକୁ ନେଇ ବିରୋଧର ସ୍ୱର ଉଠିଥିଲା। ଏଜେଣ୍ଟମାନଙ୍କୁ ଆର୍‌ଟିଓ ଅଫିସ ପରିସରରେ ଥଇଥାନ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା।

କୋର୍ଟ ମାମଲାକୁ ବିଚାର କରି ଏଜେଣ୍ଟମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍‌ଟିଓ ପରିସରରେ ବସିବାକୁ କରାଯାଇଥିବା ଆବେଦନ ଖାରଜ କରିଛନ୍ତି କୋର୍ଟ। ତେବେ ସେମାନଙ୍କୁ ଯଥାସମ୍ଭବ ଥଇଥାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଟିଓରେ କେତେ ଏଜେଣ୍ଟ କାମ କରୁଛନ୍ତି, ୬ ସପ୍ତାହ ମଧ୍ୟରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ କିଓସ୍କରେ ଯଥାସମ୍ଭବ ସେମାନଙ୍କୁ ନିଯୁକ୍ତି ଦେବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିଓସ୍କରେ ନିଯୁକ୍ତି ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ଦେବାକୁ କୁହାଯାଇଛି। ଏ ସମସ୍ତ ପ୍ରକ୍ରିୟା ୨ ମାସ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story