ସଲମାନ୍‌ ରାଉତ ହତ୍ୟା ଘଟଣାରେ ଆଉ ଜଣେ ଗିରଫ

ଢେଙ୍କାନାଳ: ବହୁ ଚର୍ଚ୍ଚିତ ତରଭା ସଲମାନ୍‌ ରାଉତ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ହୃଦାନନ୍ଦ ବିଶ୍ୱାଳ ଓରଫ ଟୁଲୁ।  ଚେନ୍ନାଇରୁ ହୃଦାନନ୍ଦ ଟ୍ରେନ୍‌ରେ ଫେରୁଥିବା ବେଳେ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରୁ ତାଙ୍କୁ ଗିରଫ କରାଯାଇଥିଲା। ହୃଦାନନ୍ଦ ଚଳିତ ପଞ୍ଚାୟତ ନିର୍ବାଚନରେ ସଦରବ୍ଲକ୍‌ ସାଙ୍କୁଲେଇ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଢେଙ୍କାନାଳ ତରଭାରେ ନିର୍ବାଚନୀ ହିଂସାରେ ସଲମାନ ରାଉତଙ୍କ ମୃତ୍ୟୁ ହୋଇଥିଲା।

salia

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 02:38 PM IST

ଢେଙ୍କାନାଳ: ବହୁ ଚର୍ଚ୍ଚିତ ତରଭା ସଲମାନ୍‌ ରାଉତ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ହୃଦାନନ୍ଦ ବିଶ୍ୱାଳ ଓରଫ ଟୁଲୁ।  ଚେନ୍ନାଇରୁ ହୃଦାନନ୍ଦ ଟ୍ରେନ୍‌ରେ ଫେରୁଥିବା ବେଳେ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରୁ ତାଙ୍କୁ ଗିରଫ କରାଯାଇଥିଲା।

ହୃଦାନନ୍ଦ ଚଳିତ ପଞ୍ଚାୟତ ନିର୍ବାଚନରେ ସଦରବ୍ଲକ୍‌ ସାଙ୍କୁଲେଇ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଢେଙ୍କାନାଳ ତରଭାରେ ନିର୍ବାଚନୀ ହିଂସାରେ ସଲମାନ ରାଉତଙ୍କ ମୃତ୍ୟୁ ହୋଇଥିଲା।

Related story