ଲୋକାର୍ପିତ ହେଲା ସମର୍ଥ ଟ୍ରଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକାରାତ୍ମକ ସମାଜ ଗଠନ ପାଇଁ ଆରମ୍ଭ ହୋଇଛି ସମର୍ଥ ଟ୍ରଷ୍ଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପଦେଷ୍ଟାରେ ଏହି ସାମାଜିକ ଅନୁଷ୍ଠାନର ପରିକଳ୍ପନା କରାଯାଇଛି। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ କରିବ। ଆଜି ଭୁବନେଶ୍ୱର ଇଞ୍ଜିନିୟର ଭବନ ପରିସରରେ ସମର୍ଥ ଟ୍ରଷ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡକ୍ଟର […]

samarth

samarth

Ranjit Kumar Jena
  • Published: Sunday, 17 January 2021
  • Updated: 17 January 2021, 05:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକାରାତ୍ମକ ସମାଜ ଗଠନ ପାଇଁ ଆରମ୍ଭ ହୋଇଛି ସମର୍ଥ ଟ୍ରଷ୍ଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପଦେଷ୍ଟାରେ ଏହି ସାମାଜିକ ଅନୁଷ୍ଠାନର ପରିକଳ୍ପନା କରାଯାଇଛି। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ କରିବ।

ଆଜି ଭୁବନେଶ୍ୱର ଇଞ୍ଜିନିୟର ଭବନ ପରିସରରେ ସମର୍ଥ ଟ୍ରଷ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରତିଭା ରାଏ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ, ଡକ୍ଟର ଫନି ମହାନ୍ତି ଓ ଅବସରପ୍ରାପ୍ତ ପ୍ରଶାସକ ମୃତ୍ୟୁଞ୍ଜୟ ଷଡଙ୍ଗୀ, ସାମ୍ବାଦିକ ସୁଗ୍ୟାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଗାମୀ ଦିନରେ ଅର୍ଥାତ୍ ମାର୍ଚ୍ଚ ସୁଦ୍ଧା ସମର୍ଥର ସ୍ଥିରିକୃତ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ଆଲୋଚନାଚକ୍ର, ଯୋଗ, ସ୍ୱଚ୍ଛ ଭାରତ ଅନ୍ତର୍ଗତ ବୃଷରୋପଣ, ଜରାଶ୍ରମ ଓ ବାଳାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ, ବସ୍ତ୍ର, ପୁସ୍ତକ ଓ କ୍ରୀଡ଼ା ସାମଗ୍ରୀ ବିତ୍ତରଣ, ରକ୍ତଦାନ ଶିବିର କାର୍ଯ୍ୟକ୍ରମ, ରାଜ୍ୟ ତଥା ଜାତୀୟସ୍ତରର ବିଭିନ୍ନ ସମସ୍ୟାର ପ୍ରାସଙ୍ଗିତକା ଉପରେ ଆଲୋଚନା ଚକ୍ର ଓ ଶିକ୍ଷା ସଂସ୍କାର କେନ୍ଦ୍ର ସ୍ଥାପନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story