ସମ୍ବଲପୁର: ଗ୍ୟାରେଜରେ ବିସ୍ଫୋରଣ, ଜଣେ ମୃତ

ସମ୍ବଲପୁର: ସମ୍ୱଲପୁର ସହରର ବରେଇପାଲି ଅଂଚଳରେ ଶୁକ୍ରବାର ସକାଳ ପ୍ରାୟ ୧୧ଟା ବେଳେ ଏକ ଗ୍ୟାରେଜରେ ବିସ୍ଫୋରଣ ଘଟି ଜଣେ ୱେଲଡରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନବ ପରମାଣିକ। ତାଙ୍କ ଘର କୋଲକାତାରେ। ଗତ ୨ ବର୍ଷ ଧରି ସେ ଏଠାରେ କାମ କରୁଥିଲେ। ବିସ୍ଫୋରଣରେ ତାଙ୍କ ଶରୀର ପୂରା ଜଳି ଯାଇଥିଲା। ଅଇଁଠାପାଲି ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଘଟଣା ସମୟରେ ଗ୍ୟାରେଜରେ […]

sbpexplosion

sbpexplosion

Rakesh Mallick
  • Published: Friday, 19 June 2015
  • Updated: 19 June 2015, 02:02 PM IST

Sports

Latest News

ସମ୍ବଲପୁର: ସମ୍ୱଲପୁର ସହରର ବରେଇପାଲି ଅଂଚଳରେ ଶୁକ୍ରବାର ସକାଳ ପ୍ରାୟ ୧୧ଟା ବେଳେ ଏକ ଗ୍ୟାରେଜରେ ବିସ୍ଫୋରଣ ଘଟି ଜଣେ ୱେଲଡରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନବ ପରମାଣିକ। ତାଙ୍କ ଘର କୋଲକାତାରେ। ଗତ ୨ ବର୍ଷ ଧରି ସେ ଏଠାରେ କାମ କରୁଥିଲେ। ବିସ୍ଫୋରଣରେ ତାଙ୍କ ଶରୀର ପୂରା ଜଳି ଯାଇଥିଲା। ଅଇଁଠାପାଲି ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଘଟଣା ସମୟରେ ଗ୍ୟାରେଜରେ ଏକ ପେଟ୍ରୋଲ୍ ଟ୍ୟାଙ୍କରର ମରାମତି କରାଯାଉଥିଲା। ୱେଲଡିଂ କରିବା ପାଇଁ ନବ ଚଢ଼ିଥିଲେ ଟ୍ୟାଙ୍କର ଉପେର। ଟ୍ୟାଙ୍କରର ଉପରେ ଥିବା ବଡ଼ ଠିପି ଖୋଲି ସେ ତା’ଭିତରେ ପଶିବାକୁ ଉଦ୍ୟମ କରୁଥିବା ବେଳ ଆଉ ଜଣେ ମେକାନିକ ଭୁଲରେ ଟ୍ୟାଙ୍କର ଦେହରେ ବିଦ୍ୟୁତ ଚାର୍ଜ କରି ଦେଇଥିଲେ। ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଟ୍ୟାଙ୍କରର ଉପରେ ଥିବା ଠିପି ସହିତ ଛାତ ବି ଫଟାଇ ଦେଇଥିଲା। ବିସ୍ଫୋରଣରେ ନବ ପୂରା ଉଡ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story