କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟର ୩ ଜଣିଆ ଟିମର ହୀରାକୁଦ ଡ୍ୟାମ୍ ସ୍ଥାୟିତ୍ୱ ଅନୁଧ୍ୟାନ ଆରମ୍ଭ

ସମ୍ବଲପୁର: କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ତିନିଜଣିଆ ବିଶେଷଜ୍ଞ ଟିମ୍ ହିରାକୁଦ ଡ୍ୟାମର ସ୍ଥାୟିତ୍ୱ ଅନୁଧ୍ୟାନ କରୁଛନ୍ତି। ଏହି ୩ଜଣିଆ ଟିମ୍ ହେଉଛନ୍ତି ସେଣ୍ଟ୍ରାଲ୍ ସଏଲ୍ ଆଣ୍ଡ୍ ମାଟେରିଆଲ୍ ରିସର୍ଚ୍ଚ ଷ୍ଟେସନ୍ (ସିଏସଏମଆରଏସ)ର। ସିଏସଏମଆରଏସର ଡିଭିଜିନାଲ୍ ହେଡ୍ ଆଲେକ୍ସ ଭର୍ଗିସଙ୍କ ନେତୃତ୍ୱରେ ଆସିଥିବା ଏହି ବିଶେଷଜ୍ଞ ଦଳ ରିମୋଟ୍ ଅପରେଟେଡ୍ ଭେଇକିଲ୍ (ଆରଓଭି) ଜରିଆରେ ପାଣି ଭିତରର ଚିତ୍ର ଉତ୍ତୋଳନ କରି ଡ୍ୟାମର ଅବସ୍ଥା ଅନୁଧ୍ୟାନ କରୁଛନ୍ତି। ହୀରାକୁଦ ଡ୍ୟାମ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀ କେନ୍ଦ୍ରୀୟ […]

hirakud

hirakud

Rakesh Mallick
  • Published: Monday, 07 December 2015
  • Updated: 07 December 2015, 02:36 PM IST

Sports

Latest News

ସମ୍ବଲପୁର: କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ତିନିଜଣିଆ ବିଶେଷଜ୍ଞ ଟିମ୍ ହିରାକୁଦ ଡ୍ୟାମର ସ୍ଥାୟିତ୍ୱ ଅନୁଧ୍ୟାନ କରୁଛନ୍ତି। ଏହି ୩ଜଣିଆ ଟିମ୍ ହେଉଛନ୍ତି ସେଣ୍ଟ୍ରାଲ୍ ସଏଲ୍ ଆଣ୍ଡ୍ ମାଟେରିଆଲ୍ ରିସର୍ଚ୍ଚ ଷ୍ଟେସନ୍ (ସିଏସଏମଆରଏସ)ର। ସିଏସଏମଆରଏସର ଡିଭିଜିନାଲ୍ ହେଡ୍ ଆଲେକ୍ସ ଭର୍ଗିସଙ୍କ ନେତୃତ୍ୱରେ ଆସିଥିବା ଏହି ବିଶେଷଜ୍ଞ ଦଳ ରିମୋଟ୍ ଅପରେଟେଡ୍ ଭେଇକିଲ୍ (ଆରଓଭି) ଜରିଆରେ ପାଣି ଭିତରର ଚିତ୍ର ଉତ୍ତୋଳନ କରି ଡ୍ୟାମର ଅବସ୍ଥା ଅନୁଧ୍ୟାନ କରୁଛନ୍ତି।

ହୀରାକୁଦ ଡ୍ୟାମ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀ କେନ୍ଦ୍ରୀୟ ଟିମକୁ ସହାୟତା କରୁଛନ୍ତି। ସର୍ଭେ ସରିବା ପରେ ଜଳସମ୍ପଦ ବିଭାଗକୁ ରିପୋର୍ଟ ଦିଆଯିବ। ପୂର୍ବରୁ ୧୯୯୦ରେ ବୁଡାଳିମାନଙ୍କ ସହାୟତାରେ ଏଭଳି ଅଣ୍ଡରୱାଟର ସର୍ଭେ କରାଯାଇଥିଲା। ପ୍ରାୟ ମାସେ ଯାଏଁ ଏହି ଅନୁଧ୍ୟାନ ଚାଲିବ ବୋଲି ଜଣାପଡ଼ିଛି। ଆଜିଠାରୁ ଏହି ଟିମ୍ କାର୍ଯ୍ୟରେ ଲାଗି ପଡ଼ିଛି।

ପ୍ରାୟ ୬୦ ବର୍ଷ ପୁରୁଣା ଏହି ବନ୍ଧ କେତେ ମଜଭୁତ୍ ଅଛି ତାହା ଅନୁଧ୍ୟାନ କରାଯାଉଛି। ବନ୍ଧର ସ୍ଥିତି କ’ଣ ଅଛି, କେଉଁ ଅଂଶ ଦୁର୍ବଳ ହୋଇଛି କି ନାହିଁ, କେଉଁ ସ୍ଥାନରେ ଗର୍ତ୍ତ କିମ୍ୱା ଫ।ଟ ସୃଷ୍ଟି ହୋଇଛି ତାହାର ଯାଞ୍ଚ କରାଯାଉଛି। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story