ସମ୍ବଲପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

ସମ୍ବଲପୁର: ଅପରେସନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ରାତିରେ ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ସମ୍ୱଲପୁର ସଦର ହସପିଟାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଉମାଶଙ୍କର ଦଲାଲ। ପୂର୍ବରୁ ସେ ୪ ହଜାର ଟଙ୍କା ଲାଞ୍ଚ ନେଇ ସାରିଥିଲେ। ତେବେ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଗୋବିନ୍ଦତଳା ଅଂଚଳର ସୁକାନ୍ତି ସିଂ ଠାକୁର ନାମକ ଜଣେ […]

doctor

doctor

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 04:32 AM IST

Sports

Latest News

ସମ୍ବଲପୁର: ଅପରେସନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ରାତିରେ ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି ସମ୍ୱଲପୁର ସଦର ହସପିଟାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଉମାଶଙ୍କର ଦଲାଲ। ପୂର୍ବରୁ ସେ ୪ ହଜାର ଟଙ୍କା ଲାଞ୍ଚ ନେଇ ସାରିଥିଲେ। ତେବେ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଗୋବିନ୍ଦତଳା ଅଂଚଳର ସୁକାନ୍ତି ସିଂ ଠାକୁର ନାମକ ଜଣେ ଗରିବ ମହିଳା ଗତ ୧୩ ତାରିଖ ଦିନ ସମ୍ବଲପୁର ସଦର ହସପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କର ୟୁଟ୍ରସରେ ଗୁରୁତର ସମସ୍ୟା ଦେଖାଯାଇଥିଲା। ଫଳରେ ଅପରେସନ ଦରକାର ପଡ଼ିଥିଲା। ତେବେ ଅପରେସନ୍ କରିବାକୁ ଡାକ୍ତର ଉମାଶଙ୍କର ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଅପରେସନ ହୋଇ ପାରିବ ନାହିଁ ବୋଲି ସେ କହିଥିଲା। ଶେଷରେ ଧାର କରି ତାଙ୍କ ପୁଅ ଡାକ୍ତରଙ୍କୁ ୪୦୦୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପୂରା ୮ ହଜାର ଟଙ୍କା ନଦେବା ପର୍ଯ୍ୟନ୍ତ ଅପରେସନ୍ ହୋଇପାରିବ ନାହିଁ ବୋଲି ଡାକ୍ତର କହିଥିଲେ। ସୁକାନ୍ତିଙ୍କ ପୁଅ ନିଜର ଅକ୍ଷମତା ପ୍ରକାଶ କରିବା ପରେ ୨ ହଜାର ଟଙ୍କାରେ କଥା ଛିଣ୍ଡି ଥିଲା। ଘଟଣା ସଂପର୍କରେ ସୁକାନ୍ତିଙ୍କ ପୁଅ ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ସେ ୨ ହଜାର ଟଙ୍କା ନେଇ ଅନ୍ୟ ଏକ ଅସ୍ତ୍ରୋପଚାର ପାଇଁ ଅପରେସନ ଥିଏଟର ଭିତରେ ପଶି ଯାଇଥିଲେ। ସେଠାରୁ ବାହାରକୁ ଆସିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପକେଟରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ଓ ତାଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story