'ଲୋକ ଆଣୁଛୁ, ମୁହଁ ଦେଖାଇପାରୁନୁ'

‘ରତ୍ନଭଣ୍ଡାର’କୁ ନେଇ ପୁଣିଥରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ପିଟିସନ ଆବେଦନ କରିଛନ୍ତି।

Manoj Swain
  • Published: Sunday, 02 July 2023
  • Updated: 02 July 2023, 12:26 PM IST

Sports

Latest News

‘ରତ୍ନଭଣ୍ଡାର’କୁ ନେଇ ପୁଣିଥରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ପିଟିସନ ଆବେଦନ କରିଛନ୍ତି। ସେହିପରି ଏକାମ୍ର ପ୍ରକଳ୍ପକୁ ନେଇ କ’ଣ ରହିଛି ବିଜେପିର ଆଭିମୁଖ୍ୟ ? କାହିଁକି ବିଜେପି 5-T ସଚିବଙ୍କ ଗସ୍ତକୁ ନେଇ ଶାଣିତ ଆକ୍ରମଣ କରୁଛନ୍ତି। ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos