- Videos
- Odisha
- ବିଶ୍ୱଶାନ୍ତିର ବାର୍ତ୍ତା ଦେଇ ସୁଦର୍ଶନ ତିଆରି କଲେ ଶାଣ୍ଟାକ୍ଲଜ
ବିଶ୍ୱଶାନ୍ତିର ବାର୍ତ୍ତା ଦେଇ ସୁଦର୍ଶନ ତିଆରି କଲେ ଶାଣ୍ଟାକ୍ଲଜ
- Published: Monday, 25 December 2017
- , Updated: 25 December 2017, 11:15 AM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ବଡ଼ ଶାଣ୍ଟାକ୍ଲଜ ତିଆରି କରିଛନ୍ତି। ଏହି ବାଲୁକାକଳା ମାଧ୍ୟମରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି। ଶ୍ରୀକ୍ଷେତ୍ର ଆସୁଥିବା ପର୍ଯ୍ୟଟକମାନେ ଏହି ବାଲୁକା କଳାକୁ ମନୋଭରୀ ଉପଭୋଗ କରୁଛନ୍ତି।</p>
<p>ପୁରୀ ବେଳାଭୂମିରେ ତିଆରି ହୋଇଥିବା ଶାଣ୍ଟାକ୍ଲଜର ଉଚ୍ଚତା ୨୫ ଫୁଟ୍‌ ଓ ଲମ୍ୱ ୫୦ ଫୁଟ। ଲିମ୍‌କା ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟରେ ୪୦ ଜଣ ଶିଳ୍ପୀ ଶାଣ୍ଟା ନିର୍ମାଣ କରିଛନ୍ତି। ଏଥିପାଇଁ ୩୫ ଘଣ୍ଟା ସମୟ ନେଇଥିଲା।</p>