ବିଶ୍ୱଶାନ୍ତିର ବାର୍ତ୍ତା ଦେଇ ସୁଦର୍ଶନ ତିଆରି କଲେ ଶାଣ୍ଟାକ୍ଲଜ

Ordigital Desk
  • Published: Monday, 25 December 2017
  • , Updated: 25 December 2017, 11:15 AM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ବଡ଼ ଶାଣ୍ଟାକ୍ଲଜ ତିଆରି କରିଛନ୍ତି। ଏହି ବାଲୁକାକଳା ମାଧ୍ୟମରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି। ଶ୍ରୀକ୍ଷେତ୍ର ଆସୁଥିବା ପର୍ଯ୍ୟଟକମାନେ ଏହି ବାଲୁକା କଳାକୁ ମନୋଭରୀ ଉପଭୋଗ କରୁଛନ୍ତି।</p> <p>ପୁରୀ ବେଳାଭୂମିରେ ତିଆରି ହୋଇଥିବା ଶାଣ୍ଟାକ୍ଲଜର ଉଚ୍ଚତା ୨୫ ଫୁଟ୍&zwnj; ଓ ଲମ୍ୱ ୫୦ ଫୁଟ। ଲିମ୍&zwnj;କା ବୁକ୍&zwnj;ରେ ସ୍ଥାନ ପାଇବା ଲକ୍ଷ୍ୟରେ ୪୦ ଜଣ ଶିଳ୍ପୀ ଶାଣ୍ଟା ନିର୍ମାଣ କରିଛନ୍ତି। ଏଥିପାଇଁ ୩୫ ଘଣ୍ଟା ସମୟ ନେଇଥିଲା।</p>

Related story