‘ମୁଁ ହେ ବୋଲି କହିବାରୁ ସେ ପଳାଇଲାଣି’, ଆକ୍ରମଣରେ ଗୁରୁତର ବାଲୁକା ଶିଳ୍ପୀ ସୁଦର୍ଶନ କ’ଣ କହୁଛନ୍ତି ଶୁଣନ୍ତୁ   

<p>ପୁରୀ,(ଓଡ଼ିଶା ରିପୋର୍ଟର):ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତି ଅଶୋଭନୀୟ ଆଚରଣ। କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ବାଲୁକା କଳା ଉତ୍ସବରେ କେହି ଜଣେ ବ୍ୟକ୍ତି ସୁଦର୍ଶନଙ୍କ ସହ ହାତ ମିଳାଇବା ବେଳେ ତାଙ୍କୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ସେ। ନିଜେ ସୁଦର୍ଶନ କରମର୍ଦ୍ଦନ ବେଳେ ତାଙ୍କ ହାତକୁ କେହି ଜଣେ ବ୍ୟକ୍ତି ମୋଡି ଦେଇ ଭିଡ଼ ଭିତରେ ଖସି ଯାଇଥିବା ସେ କହିଛନ୍ତି। ତେବେ ଭିଡ଼ ଭିତରେ ମୁଁ &nbsp;ହେ ବୋଲି କହିବା ବେଳକୁ ଆକ୍ରମଣକାରୀ ଖସି ପଳାଇଥିବା ସୁଦର୍ଶନ କହିଛନ୍ତି। ସୁଦର୍ଶନଙ୍କ ହାତରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ କୋଣାର୍କ ହସ୍ପିଟାଲ ଓ ପରେ ପୁରୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସୁଦର୍ଶନ ଆଉ କ&rsquo;ଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 11:08 PM IST

Sports

Latest News

<p>ପୁରୀ,(ଓଡ଼ିଶା ରିପୋର୍ଟର):ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତି ଅଶୋଭନୀୟ ଆଚରଣ। କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ବାଲୁକା କଳା ଉତ୍ସବରେ କେହି ଜଣେ ବ୍ୟକ୍ତି ସୁଦର୍ଶନଙ୍କ ସହ ହାତ ମିଳାଇବା ବେଳେ ତାଙ୍କୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ସେ। ନିଜେ ସୁଦର୍ଶନ କରମର୍ଦ୍ଦନ ବେଳେ ତାଙ୍କ ହାତକୁ କେହି ଜଣେ ବ୍ୟକ୍ତି ମୋଡି ଦେଇ ଭିଡ଼ ଭିତରେ ଖସି ଯାଇଥିବା ସେ କହିଛନ୍ତି। ତେବେ ଭିଡ଼ ଭିତରେ ମୁଁ &nbsp;ହେ ବୋଲି କହିବା ବେଳକୁ ଆକ୍ରମଣକାରୀ ଖସି ପଳାଇଥିବା ସୁଦର୍ଶନ କହିଛନ୍ତି। ସୁଦର୍ଶନଙ୍କ ହାତରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ କୋଣାର୍କ ହସ୍ପିଟାଲ ଓ ପରେ ପୁରୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସୁଦର୍ଶନ ଆଉ କ&rsquo;ଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos