ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ। ତାଙ୍କୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଶପଥପାଠ କରାଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ଶପଥପାଠ କରିବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ହାଇକୋର୍ଟ ସମ୍ମିଳନୀ ଗୃହରେ ଆଜି ଶପଥପାଠ ଉତ୍ସବ ଆୟୋଜିତ ହୋଇଥିଲା। ଗୃହ ସଚବି ସଞ୍ଜୀବ ଚୋପ୍ରା ପ୍ରଥମେ ରାଷ୍ଟ୍ରପତିଙ୍କ ଦ୍ୱରା ପ୍ରଦତ୍ତ ନିଯୁକ୍ତିପତ୍ର ପାଠ କରିଥିଲେ। ତା’ପରେ କାର୍ଯ୍ୟକାରୀ […]

jastic-panigrahi

jastic-panigrahi

Manoranjan Sial
  • Published: Monday, 10 February 2020
  • Updated: 10 February 2020, 05:28 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ। ତାଙ୍କୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଶପଥପାଠ କରାଇଛନ୍ତି। ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ଶପଥପାଠ କରିବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।

ହାଇକୋର୍ଟ ସମ୍ମିଳନୀ ଗୃହରେ ଆଜି ଶପଥପାଠ ଉତ୍ସବ ଆୟୋଜିତ ହୋଇଥିଲା। ଗୃହ ସଚବି ସଞ୍ଜୀବ ଚୋପ୍ରା ପ୍ରଥମେ ରାଷ୍ଟ୍ରପତିଙ୍କ ଦ୍ୱରା ପ୍ରଦତ୍ତ ନିଯୁକ୍ତିପତ୍ର ପାଠ କରିଥିଲେ। ତା’ପରେ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଶପଥପାଠ କରାଇଥିଲେ। ଏହି ଉତ୍ସବରେ ହାଇକୋର୍ଟର ସମସ୍ତ ବଚାରପତିଙ୍କ ସମେତ ଅବସର ପ୍ରାପ୍ତ ବଚାରପତି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ଜଷ୍ଟିସ୍‌ ପାଣିଗ୍ରାହୀ ବଲାଙ୍ଗିରରେ ଜନ୍ମିତ। ସେ ରାଜେନ୍ଦ୍ର କଲେଜରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସମ୍ୱଲପୁର ଏଲ୍‌ଆର୍‌ ଆଇନ୍‌ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଓ ବଲାଙ୍ଗିର ସ୍ଥିତ ଜାତୀୟ ଆଇନ୍‌ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଥିଲେ। ପରେ ଓଡ଼ିଶା ହାଇକୋର୍ଟର ଜଣେ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରିଥିଲେ। ଏହାର କିଛି ଦିନ ପରେ ସେ ସୁପ୍ରିମକୋର୍ଟରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରିଥିଲେ।

ସୁପ୍ରିମକୋର୍ଟରେ କାର୍ଯ୍ୟ କରିବା ସମୟରେ ସେ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ିଥିଲେ। ରେଳ ଧାରଣାରେ ହାତୀଙ୍କ ମୃତ୍ୟୁ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଉନ୍ନତି ଓ ଦେଶରେ ପ୍ରତିଟି ଜିଲ୍ଲାରେ ଡାଇଲେସିସ୍‌ ମେସିନ୍‌ ପ୍ରତିଷ୍ଠା ସମ୍ପର୍କିତ ମାମଲା ସେ ଲଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story