ଶ୍ରୀଜିଉଙ୍କୁ ଦର୍ଶନ କଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ଫେରିଯାଇଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସେବକମାନଙ୍କ ଗହଣରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ। ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି  ପହଣ୍ଡି କରି ରଥାରୁଢ଼ ହେବାପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି। ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ତିନିରଥରେ ଛେରା ପହଁରା କରିବେ। ତା’ପରେ ରଥଟଣା ହେବା । ଆଜି ନିର୍ଦ୍ଧାରିତ ସମୟର ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ […]

sankarcharja-1

Niharika Rout
  • Published: Thursday, 04 July 2019
  • , Updated: 04 July 2019, 01:09 PM IST

ପୁରୀ(ଓଡ଼ିଶା ରିପୋର୍ଟର): ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ଫେରିଯାଇଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସେବକମାନଙ୍କ ଗହଣରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ।

ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି  ପହଣ୍ଡି କରି ରଥାରୁଢ଼ ହେବାପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି। ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ତିନିରଥରେ ଛେରା ପହଁରା କରିବେ। ତା’ପରେ ରଥଟଣା ହେବା ।

ଆଜି ନିର୍ଦ୍ଧାରିତ ସମୟର ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯ଟା ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା। କିନ୍ତୁ ତା’ ବହୁ ପୂର୍ବରୁ ସୁରଖୁରରେ ପହଣ୍ଡି ବିଜେ ହୋଇ ଠାକୁର ରଥାରୁଢ ହୋଇଗଲେ।

Related story