ଜାତିଆଣ ମନ୍ତବ୍ୟ ନେଇ ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର ହେଲେ ସାରଥି

କଟକ: ଜାତିଆଣ ମନ୍ତବ୍ୟ ନେଇ ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ଆଜି ଭିଡିଓ କନଫରେନସିଂ ଜରିଆରେ କଟକର ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର କେସ୍ ନମ୍ବର ୧୭/୨୦୧୫ରେ ସାରଥିଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଏହି ମାମଲାର ବିଚାର ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆଜି ମାମଲାର କୌଣସି ଶୁଣାଣି କରାଯାଇନି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା। ସାରଥିଙ୍କ ଓକିଲ ରଶ୍ମୀରଞ୍ଜନ ମିଶ୍ର କହିଛନ୍ତି,“ଜାତିଆଣ ମନ୍ତବ୍ୟ ନେଇ ସାରଥିଙ୍କୁ ଭିଡିଓ […]

sarathi

sarathi

Rakesh Mallick
  • Published: Friday, 27 May 2016
  • Updated: 27 May 2016, 08:26 AM IST

Sports

Latest News

କଟକ: ଜାତିଆଣ ମନ୍ତବ୍ୟ ନେଇ ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ଆଜି ଭିଡିଓ କନଫରେନସିଂ ଜରିଆରେ କଟକର ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର କେସ୍ ନମ୍ବର ୧୭/୨୦୧୫ରେ ସାରଥିଙ୍କୁ ହାଜର କରାଯାଇଥିଲା। ପୂର୍ବରୁ ଏହି ମାମଲାର ବିଚାର ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆଜି ମାମଲାର କୌଣସି ଶୁଣାଣି କରାଯାଇନି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା।

ସାରଥିଙ୍କ ଓକିଲ ରଶ୍ମୀରଞ୍ଜନ ମିଶ୍ର କହିଛନ୍ତି,“ଜାତିଆଣ ମନ୍ତବ୍ୟ ନେଇ ସାରଥିଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। ଜୁନ ୬ରେ ମାମଲାର  ପରବର୍ତ୍ତୀ ଶୁଣାଣି  କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story