ସାରଥି ବାବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ: ବୀରଭଦ୍ରେଶ୍ୱର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା: ସାରଥି ଆଶ୍ରମର ପରିଚାଳନା ସହ ସଂପୃକ୍ତ ଥିବା ଶିକ୍ଷକ ଶରତ ଚନ୍ଦ୍ର ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି ସରକାର। କାର୍ଯ୍ୟରେ ଅବହେଳା ଯୋଗୁଁ ଶରତଙ୍କୁ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମାହାଙ୍ଗା ବ୍ଲକ ବିଇଓ କହିଛନ୍ତି। ଶରତ ମାହାଙ୍ଗା ବ୍ଲକର ବୀରଭଦ୍ରେଶ୍ୱର ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ବାବାଙ୍କ ସମର୍ଥନରେ ଭୁବନେଶ୍ୱରରେ ସେ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ।

sarata

sarata

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 08:06 AM IST

Sports

Latest News

କେନ୍ଦ୍ରାପଡ଼ା: ସାରଥି ଆଶ୍ରମର ପରିଚାଳନା ସହ ସଂପୃକ୍ତ ଥିବା ଶିକ୍ଷକ ଶରତ ଚନ୍ଦ୍ର ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି ସରକାର। କାର୍ଯ୍ୟରେ ଅବହେଳା ଯୋଗୁଁ ଶରତଙ୍କୁ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମାହାଙ୍ଗା ବ୍ଲକ ବିଇଓ କହିଛନ୍ତି। ଶରତ ମାହାଙ୍ଗା ବ୍ଲକର ବୀରଭଦ୍ରେଶ୍ୱର ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ବାବାଙ୍କ ସମର୍ଥନରେ ଭୁବନେଶ୍ୱରରେ ସେ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos