କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥି ଆଶ୍ରମର ମୂଲ୍ୟ ପ୍ରାୟ ସାଢେ଼ ୪ କୋଟି ଟଙ୍କ।। କେବଳ ମୁଖ୍ୟ ବିଲଡିଂର ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କ।। ଆଶ୍ରମର ମାପଚୁପ ଓ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚକୁ ଏହି ରିପୋର୍ଟ ଦେଇଛି ପୂର୍ତ୍ତ ବିଭାଗ। ଗିରଫ ହୋଇ ଜେଲରେ ଥିବା ବିବାଦୀୟ ସାରଥି ଯେଉଁ ଦୁଇଟି ପେଣ୍ଡାଲରେ ବସି ପ୍ରବଚନ ଦେଉଥିଲେ ତାହାର ମୂଲ୍ୟ ୪୨ଲକ୍ଷ ୨୫ହଜାର ୪୦୩ ଟଙ୍କ।। ଏହାସହ ମେନ ବିଲଡିଂର ମୂଲ୍ୟ ୧କୋଟି ୧୮ଲକ୍ଷ ୧୮ହଜାର ୪୭୧ ଟଙ୍କ। ବୋଲି ପୂର୍ତ୍ତ ବିଭାଗ କଷ୍ଟ ଏଷ୍ଟିମେଟ୍ ରିପୋର୍ଟ ଦେଇଛି। ଲାଇବ୍ରେ ବିଲଡିଂ ପାଇଁ ଖର୍ଚ୍ଚ ହୋଇଛି ୬୯ଲକ୍ଷ ୨୫ହଜାର ୬୭୦ ଟଙ୍କ।। ପାର୍କିଂ ଓ କୋର୍ଟୟାର୍ଡର ମୂଲ୍ୟ ପ୍ରାୟ ୭୯ ଲକ୍ଷ ୭୧ ହଜାର ୩୦ ଟଙ୍କା ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।