ସାରଥି ପ୍ରସଙ୍ଗରେ ବିବାଦୀୟ ଯୁବତୀଙ୍କ ପକ୍ଷରୁ ଥାନାରେ ଏତଲା ଦେଇଥିବା ମହିଳାଙ୍କୁ ଗିରଫ କରାଯାଇନି: କ୍ରାଇମବ୍ରାଞ୍ଚ୍

କଟକ: ସାରଥୀଙ୍କ ସହ ହ୍ରାଇଦ୍ରାବାଦ ଯାଇଥିବା ବିବାଦୀୟ ଯୁବତୀଙ୍କ ପକ୍ଷରୁ ଥାନାରେ ଏତଲା ଦେଇଥିବା ମହିଳାଙ୍କୁ ଗିରଫ କରାଯାଇଥିବା ନେଇ ଆଜି ବେଶ୍ କିଛି ଘଣ୍ଟା ଧରି ଜୋର ଚର୍ଚ୍ଚା ଚାଲିଥିଲା। ବଡ଼ଚଣା ତରଞ୍ଜିଆ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ନେଇ କୁହାଯାଇଥିଲା। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ମହିଳାଙ୍କୁ ଗିରଫ କରାଯାଇ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି। ପୂର୍ବରୁ ମହିଳା ଜଣକ ବିବାଦୀୟ ଯୁବତୀଙ୍କ ସାଙ୍ଗର ମାଉସୀ […]

bksharama

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 02:38 PM IST

କଟକ: ସାରଥୀଙ୍କ ସହ ହ୍ରାଇଦ୍ରାବାଦ ଯାଇଥିବା ବିବାଦୀୟ ଯୁବତୀଙ୍କ ପକ୍ଷରୁ ଥାନାରେ ଏତଲା ଦେଇଥିବା ମହିଳାଙ୍କୁ ଗିରଫ କରାଯାଇଥିବା ନେଇ ଆଜି ବେଶ୍ କିଛି ଘଣ୍ଟା ଧରି ଜୋର ଚର୍ଚ୍ଚା ଚାଲିଥିଲା। ବଡ଼ଚଣା ତରଞ୍ଜିଆ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ନେଇ କୁହାଯାଇଥିଲା। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ମହିଳାଙ୍କୁ ଗିରଫ କରାଯାଇ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି। ପୂର୍ବରୁ ମହିଳା ଜଣକ ବିବାଦୀୟ ଯୁବତୀଙ୍କ ସାଙ୍ଗର ମାଉସୀ ପରିଚୟ ଦେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।

Related story