ସାରଥି ପ୍ରସଙ୍ଗ: ବିବାଦୀୟ ଯୁବତୀଙ୍କ ଫଟୋ ଓ ଠିକଣା ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ଦାବି

କଟକ: ସାରଥି ବିବାଦରେ ସାମ୍ନାକୁ ଆସିଥିବା ଯୁବତୀଙ୍କର ଫଟୋ ଓ ଠିକଣା ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ଦାବି ଉଠିଛି। କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ଶୁକ୍ରବାର ଏହି ଦାବି କରିଛନ୍ତି ସମାଜସେବୀ ନମ୍ରତା ଚଢ଼ା। ସେ ଦର୍ଶାଇଛନ୍ତି, ଏହାଦ୍ୱାରା ଯୁବତୀଙ୍କର ମାନବାଧିକାର କ୍ଷୁର୍ଣ୍ଣ ହୋଇଛି। ଯୁବତୀଙ୍କ ଫଟୋ ଓ ଠିକଣା ଯେଉଁମାନେ ସୋସିଆଲ୍ ମିଡିଆରେ ବି ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।

naxal

naxal

Rakesh Mallick
  • Published: Friday, 14 August 2015
  • Updated: 14 August 2015, 02:07 PM IST

Sports

Latest News

କଟକ: ସାରଥି ବିବାଦରେ ସାମ୍ନାକୁ ଆସିଥିବା ଯୁବତୀଙ୍କର ଫଟୋ ଓ ଠିକଣା ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ଦାବି ଉଠିଛି। କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ଶୁକ୍ରବାର ଏହି ଦାବି କରିଛନ୍ତି ସମାଜସେବୀ ନମ୍ରତା ଚଢ଼ା। ସେ ଦର୍ଶାଇଛନ୍ତି, ଏହାଦ୍ୱାରା ଯୁବତୀଙ୍କର ମାନବାଧିକାର କ୍ଷୁର୍ଣ୍ଣ ହୋଇଛି। ଯୁବତୀଙ୍କ ଫଟୋ ଓ ଠିକଣା ଯେଉଁମାନେ ସୋସିଆଲ୍ ମିଡିଆରେ ବି ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos