ସାରଥୀଙ୍କ ଶ୍ରୀବିହାର ସ୍ଥିତ ଆପାର୍ଟମେଣ୍ଟ ଉପରେ କ୍ରାଇମବ୍ରାଞ୍ଚର ଚଢାଉ

ଭୁବନେଶ୍ୱର:  ସାରଥୀଙ୍କ ଭୁବନେଶ୍ୱର ଆପାର୍ଟମେଣ୍ଟର ଏକ ଫ୍ଲ।ଟ ଓ ସାରଥୀଙ୍କ ପୁଅ କୁହାଯାଉଥିବା ସତ୍ୟମ ଶେଖର ରାଉଳଙ୍କ ନାଁରେ ଥିବା ଏକ ଡ୍ୟୁପ୍ଲେକ୍ସରେ  ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି। ଫ୍ଲ।ଟଟି ପଟିଆ ଶ୍ରୀବିହାର ଅଞ୍ଚଳରେ ହୋଇଥିବାବେଳେ ଅନ୍ୟ ଘରଟି ମଧ୍ୟ ପଟିଆ ଅଞ୍ଚଳରେ ଅଛି। ମାଜିଷ୍ଟେଟ୍ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଟିମ୍ ରେଡ କରିବାକୁ ଆସିବାବେଳେ ଉଭୟ ଘରେ ତାଲା ପଡିଥିଲା। ଶେଷରେ ତାଲା ଭାଙ୍ଗି କ୍ରାଇମବ୍ରାଞ୍ଚ ଟିମ୍ ଘର ଭିତରକୁ ଯାଇ ଯାଞ୍ଚ କରିଥିଲା। ଫ୍ଲ।ଟଟି ବର୍ଷେ […]

vlcsnap-2015-08-11-07h47m10s097

vlcsnap-2015-08-11-07h47m10s097

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 02:18 AM IST

Sports

Latest News

ଭୁବନେଶ୍ୱର:  ସାରଥୀଙ୍କ ଭୁବନେଶ୍ୱର ଆପାର୍ଟମେଣ୍ଟର ଏକ ଫ୍ଲ।ଟ ଓ ସାରଥୀଙ୍କ ପୁଅ କୁହାଯାଉଥିବା ସତ୍ୟମ ଶେଖର ରାଉଳଙ୍କ ନାଁରେ ଥିବା ଏକ ଡ୍ୟୁପ୍ଲେକ୍ସରେ  ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି। ଫ୍ଲ।ଟଟି ପଟିଆ ଶ୍ରୀବିହାର ଅଞ୍ଚଳରେ ହୋଇଥିବାବେଳେ ଅନ୍ୟ ଘରଟି ମଧ୍ୟ ପଟିଆ ଅଞ୍ଚଳରେ ଅଛି। ମାଜିଷ୍ଟେଟ୍ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଟିମ୍ ରେଡ କରିବାକୁ ଆସିବାବେଳେ ଉଭୟ ଘରେ ତାଲା ପଡିଥିଲା। ଶେଷରେ ତାଲା ଭାଙ୍ଗି କ୍ରାଇମବ୍ରାଞ୍ଚ ଟିମ୍ ଘର ଭିତରକୁ ଯାଇ ଯାଞ୍ଚ କରିଥିଲା। ଫ୍ଲ।ଟଟି ବର୍ଷେ ଧରି ବନ୍ଦ ରହିଥିବାବେଳେ ସତ୍ୟମ ରହୁଥିବା ଡ୍ୟୁପ୍ଲେକ୍ସ ଘରଟି ଗତ ଶନିବାର ଠାରୁ ବନ୍ଦ ରହିଛି। ଡୁପ୍ଲେକ୍ସରୁ କ୍ରାଇମବ୍ରାଞ୍ଚକୁ କିଛି ଗୁରୁତ୍ୱପୂଣ୍ୟ ଡକ୍ୟୁମେଣ୍ଟ ମିଳିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story