ସ୍ୟାଟ୍ ଉଚ୍ଛେଦ ବିବାଦ: ଓକିଲମାନେ କାର୍ଯ୍ୟରେ ଯୋଗ ଦେବେ କି ନାହିଁ ଆଜି ହେବ ନିଷ୍ପତ୍ତି

କଟକ: ସ୍ୟାଟ୍ ଉଚ୍ଛେଦ ବିବାଦକୁ ନେଇ ରାଜ୍ୟ ସରକାର ଏବଂ ବାର୍ ଆସୋସିଏସନ ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଶନିବାର ସ୍ୟାଟ୍ ବାର୍ ଆସୋସିଏସନ, ଭୁବନେଶ୍ୱର ବାର୍ ଆସୋସିଏସନ, କଟକ ବାର୍ ଆସୋସିଏସନ ଏବଂ ଅଲ୍ ଓଡ଼ିଶା ବାର ଆସୋସିଏସନର କର୍ମକର୍ତ୍ତାମାନେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଆଲୋଚନା କରି ନିଜର ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆଲୋଚନା ପରେ ମନ୍ତ୍ରୀ କହିଥିଲେ, ଓକିଲମାନଙ୍କ ସହ ରାଜ୍ୟ ସରକାର ପ୍ରତି ମୂହୂର୍ତ୍ତରେ ଆଲୋଚନା […]

ctc

ctc

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 04:04 AM IST

Sports

Latest News

କଟକ: ସ୍ୟାଟ୍ ଉଚ୍ଛେଦ ବିବାଦକୁ ନେଇ ରାଜ୍ୟ ସରକାର ଏବଂ ବାର୍ ଆସୋସିଏସନ ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଶନିବାର ସ୍ୟାଟ୍ ବାର୍ ଆସୋସିଏସନ, ଭୁବନେଶ୍ୱର ବାର୍ ଆସୋସିଏସନ, କଟକ ବାର୍ ଆସୋସିଏସନ ଏବଂ ଅଲ୍ ଓଡ଼ିଶା ବାର ଆସୋସିଏସନର କର୍ମକର୍ତ୍ତାମାନେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଆଲୋଚନା କରି ନିଜର ଦାବିପତ୍ର ପ୍ରଦାନ କରିଥିଲେ। ଏହି ଆଲୋଚନା ପରେ ମନ୍ତ୍ରୀ କହିଥିଲେ, ଓକିଲମାନଙ୍କ ସହ ରାଜ୍ୟ ସରକାର ପ୍ରତି ମୂହୂର୍ତ୍ତରେ ଆଲୋଚନା ଜାରି ରଖିଛନ୍ତି। ଓକିଲମାନେ କାର୍ଯ୍ୟରେ ଯୋଗଦେବେ କି ନାହିଁ ତାହା ଆଜି ଜେନରାଲ ବଡି ମିଟିଂରେ ନିଷ୍ପତ୍ତି ନିଆଯିବ। କ୍ୟାବିଟେନରେ ନିଆଯାଇଥିବା ନିଷ୍ପତ୍ତିକୁ ଭାରତ ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ନପଠାଇ କିଛିଦିନ ପାଇଁ ସ୍ଥଗିତ ରଖାଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story