ସତ୍ୟମଙ୍କ ମାଆଙ୍କ ପ୍ରତିକ୍ରିୟା: ମୋ ପୁଅ ନିର୍ଦ୍ଦୋଷ, କେଉଁଠି ଅଛି ଜାଣିନି

ଭୁବନେଶ୍ୱର: ସାରଥି ଅବିବାହିତ । ତାଙ୍କର ଜଣେ କଥାକଥିତ ପୁଅ ସତ୍ୟମ ଶେଖର ରାଉଳ ଅଛନ୍ତି । ସାରଥି କଳା କାରନାମରୁ ଆସୁଥିବା କୋଟି କୋଟି ଟଙ୍କାରେ ଅୟସ କରୁଥିଲେ ସତ୍ୟମ । ସତ୍ୟମଙ୍କ ନାମରେ ସାରଥି କୋଟି କୋଟି ଟଙ୍କାର ସମ୍ପତି କିଣିଛନ୍ତି । ସାରଥି ବିବାଦ ପଦାକୁ ଆସିବା ପରେ ସତ୍ୟମ ଫରାର ହୋଇଯାଇଛନ୍ତି । ତାଙ୍କୁ ଜେରା କରିବାକୁ ପୋଲିସ ଖୋଜୁଛି । ତେବେ ସତ୍ୟମ କିଏ, ତାଙ୍କ ପରିବାର କେଉଁଠି ଅଛି, […]

satyam

satyam

Rakesh Mallick
  • Published: Friday, 14 August 2015
  • Updated: 14 August 2015, 09:55 AM IST

Sports

Latest News

ଭୁବନେଶ୍ୱର: ସାରଥି ଅବିବାହିତ । ତାଙ୍କର ଜଣେ କଥାକଥିତ ପୁଅ ସତ୍ୟମ ଶେଖର ରାଉଳ ଅଛନ୍ତି । ସାରଥି କଳା କାରନାମରୁ ଆସୁଥିବା କୋଟି କୋଟି ଟଙ୍କାରେ ଅୟସ କରୁଥିଲେ ସତ୍ୟମ । ସତ୍ୟମଙ୍କ ନାମରେ ସାରଥି କୋଟି କୋଟି ଟଙ୍କାର ସମ୍ପତି କିଣିଛନ୍ତି । ସାରଥି ବିବାଦ ପଦାକୁ ଆସିବା ପରେ ସତ୍ୟମ ଫରାର ହୋଇଯାଇଛନ୍ତି । ତାଙ୍କୁ ଜେରା କରିବାକୁ ପୋଲିସ ଖୋଜୁଛି । ତେବେ ସତ୍ୟମ କିଏ, ତାଙ୍କ ପରିବାର କେଉଁଠି ଅଛି, ସାରଥି ତାଙ୍କୁ କାଉଁଠୁ ଆଣିଛନ୍ତି ଆଦି ବହୁ ପ୍ରଶ୍ନ ଉଠୁଥିଲା । ଶେଷରେ ସତ୍ୟମଙ୍କ ମାଆ ଓମ ଦେବୀ ପ୍ରଥମ ଥର ଲାଗି ନିଜ ପ୍ରତିକ୍ରିୟା ରଖିଛନ୍ତି । ସତ୍ୟମ ତାଙ୍କ ପୁଅ ଓ ସେ ସାରଥି ବିବାଦ ଘଟଣାରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମହିଳା ଜଣଙ୍କ କହିଛନ୍ତି । ଏବେ ସତ୍ୟମ କେଉଁଠି ଅଛି ମୁଁ ଜାଣିନାହିଁ ବୋଲି ମହିଳା ଜଣଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ସେ ଗର୍ଭବତୀ ଥିବା ବେଳେ ସାରଥି ତାଙ୍କୁ ପିଲାଟିକୁ ଦେବାକୁ କହିଥିଲେ । ସାରଥି ତାଙ୍କୁ କହିଥିଲେ, ମୁଁ ବିବାହ କରିବି ନାହିଁ ପିଲାଟିକୁ ପାଳିବି । ତାର କୌଣସି ଅସୁବିଧା ହେବ ନାହିଁ ବୋଲି ସାରଥି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସବ୍ ରେଜିଷ୍ଟ୍ରି ଅଫିସରେ ଆଇନ ଅନୁଯାୟୀ ସତ୍ୟମ ଅଢେଇ ବର୍ଷର ହୋଇଥିବା ବେଳେ ପୌଷ୍ୟପୁତ୍ର ଭାବେ ଦେଇଥିଲି । ଭକ୍ତମାନଙ୍କ ପରି ଆଶ୍ରମକୁ ଯାଇ ପୁଅକୁ ଦେଖୁଥିଲି । କେବେ ତା’ସହ କଥା ହୋଇନାହିଁ । ସେ ଛୋଟ ପିଲା, ସାରଥିଙ୍କ କଳା କାରନାମା ପଦାକୁ ଆସିବା ପରେ ଡରିଯାଇ କେଉଁଠି ଲୁଚିଯାଇଛି । ମୁଁ ଏବେ ତାକୁ ମୋ ପାଖକୁ ନେଇ ଆସିବି । ମୁଁ ଭାବିଥିଲି ସାରଥିଙ୍କ ପାଖରେ ପୁଅ ଭଲରେ ରହିବ। ହେଲେ ସାରଥିଙ୍କ ପଛରେ ଆଉ ଏକ ରୂପ ଅଛି ବୋଲି ଜାଣି ନ ଥିଲି, ଜାଣିଥିଲେ ପୁଅକୁ କେବେ ଦେଇ ନ ଥାନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story