ସ୍ୱାଭିମାନ ଅଞ୍ଚଳକୁ ଗଲା ବ୍ୟାଙ୍କ!

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଗଲେ ବ୍ୟାଙ୍କ ମ୍ୟାନେଜର। ଯେଉଁମାନେ ବ୍ୟାଙ୍କ ଆସି ପାରୁନଥିଲେ, ସେମାନଙ୍କୁ ବାଣ୍ଟିଲେ ଭତ୍ତା ଟଙ୍କା। ଆଉ ଯେଉଁମାନେ ଚାଲି ପାରୁନଥିଲେ, ସେମାନଙ୍କ ଘରକୁ ଯାଇ ଭତ୍ତା ଟଙ୍କା ବାଣ୍ଟିଛନ୍ତି ଚିତ୍ରକୋଣ୍ଡା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ବ୍ୟାଙ୍କ ମ୍ୟାନେଜର। ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ହେଲେ ଆଜି ପର୍ଯ୍ୟନ୍ତ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ବିକାଶ। ଗାଁକୁ ରାସ୍ତା ନଥିବାରୁ […]

Malkangiri

Malkangiri

Manoranjan Sial
  • Published: Saturday, 16 July 2022
  • Updated: 16 July 2022, 04:17 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଗଲେ ବ୍ୟାଙ୍କ ମ୍ୟାନେଜର। ଯେଉଁମାନେ ବ୍ୟାଙ୍କ ଆସି ପାରୁନଥିଲେ, ସେମାନଙ୍କୁ ବାଣ୍ଟିଲେ ଭତ୍ତା ଟଙ୍କା। ଆଉ ଯେଉଁମାନେ ଚାଲି ପାରୁନଥିଲେ, ସେମାନଙ୍କ ଘରକୁ ଯାଇ ଭତ୍ତା ଟଙ୍କା ବାଣ୍ଟିଛନ୍ତି ଚିତ୍ରକୋଣ୍ଡା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ବ୍ୟାଙ୍କ ମ୍ୟାନେଜର।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ହେଲେ ଆଜି ପର୍ଯ୍ୟନ୍ତ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ବିକାଶ। ଗାଁକୁ ରାସ୍ତା ନଥିବାରୁ ଏବେ ମଧ୍ୟ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ବିଶେଷକରି ବୃଦ୍ଧ ଓ ବୃଦ୍ଧାମାନେ ବେଶୀ ଅସୁବିଧାରେ ପଡ଼ୁଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେମାନଙ୍କୁ ପ୍ରାୟ ୪୦ କିମି ଅତିକ୍ରମ କରିବାକୁ ପଡୁଛି। ତା’ପୁଣି ନଦୀ ପର କରିବାକୁ ପଡ଼ୁଛି। ତେବେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ନଦୀ ନାଳରେ ଜଳ ପତ୍ତନ ବଢ଼ି ଯାଇଛି। ଯେଉଁଥିପାଇଁ ବାର୍ଦ୍ଧକ୍ୟ ଭତ୍ତା ନେବାକୁ ଚିତ୍ରକୋଣ୍ଡା ଆସି ପାରୁନାହାନ୍ତି ହିତାଧିକାରୀ।

ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ବୃଦ୍ଧ ବୃଦ୍ଧାଙ୍କ ଏପରି ଦଃଖ ସମୟରେ ମହାନତା ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସ୍‌ବିଆଇ ବ୍ୟାଙ୍କ ମ୍ୟାନେଜର ସିଦ୍ଧାର୍ଥ ନାୟକ। ସେ ବ୍ଲକ ଡିଏସ୍‌ଓଙ୍କ ସହିତ ନିଜ ଗାଡ଼ିରେ ସାରୁକବନ୍ଧକୁ ଯାଇଥିଲେ। ଆଜି ସେ ସେଠାରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ଟଙ୍କା ବାଣ୍ଟିଛନ୍ତି। ଦୁଲିପୁଟ୍‌ ଓ ରାଲେଗାଡ଼ା ପଞ୍ଚାୟତରେ ୩୦ରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟା ଯାଇଛି। ଯେଉଁମାନେ ଆସିପାରୁନଥିଲେ, ସେମାନଙ୍କ ଘରକୁ ଯାଇ ଟଙ୍କା ବାଣ୍ଟିଛନ୍ତି ମ୍ୟାନେଜର। ତେବେ ଆଉ କିଛି ବୃଦ୍ଧବୃଦ୍ଧା ଆସିପାରି ନାହାନ୍ତି। ଆଉ ଥରେ ଆସିଲେ, ସେମାନଙ୍କୁ ଭତ୍ତା ଟଙ୍କା ଦିଆଯିବ ବୋଲି ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମ୍ୟାନେଜର।

ବ୍ୟାଙ୍କ ମ୍ୟାନେଜରଙ୍କ ଏପରି କାର୍ଯ୍ୟ ଦେଖି ସ୍ୱାଭିମାନ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିପାଇଁ ମ୍ୟାନେଜରଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story