ବଡ଼ ମେଡିକାଲ୍‌ର ଏକ୍ସ-ରେ ରୁମ୍‌ରେ ପଶିଲା ବର୍ଷା ପାଣି

କଟକ(ଓଡ଼ିଶା ରିପୋର୍ଟର): ଅସରାଏ ବର୍ଷାରେ ଉବୁଟୁବୁ ରାଜ୍ୟର ସର୍ବବୃହତ୍ ଏସ୍‌ସିବି ମେଡିକାଲ୍। ୱାର୍ଡ ଭିତରେ ପଶିଲା ବର୍ଷା ପାଣି। ଏକ୍ସ-ରେ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପଶି ଲହଡ଼ି ଭାଙ୍ଗିଛି। ଫଳରେ ଦୀର୍ଘ ସମୟ ଧରି ଏକ୍ସେ-ରେ ସେବା ଯୋଗାଣ ବାଧାପ୍ରାପ୍ତ ହୋଇଛି। ୱାର୍ଡ ଗୁଡ଼ିକରେ ପାଣି ପଶିଯିବାରୁ ରୋଗୀ ଓ ଆଟେଣ୍ଡାଣ୍ଟ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଏସ୍‌ସିବି ଅଧିକ୍ଷକ ସିବିକେ ମହାନ୍ତି […]

cuttack-medical

cuttack-medical

Manoranjan Sial
  • Published: Thursday, 17 October 2019
  • Updated: 17 October 2019, 07:43 PM IST

କଟକ(ଓଡ଼ିଶା ରିପୋର୍ଟର): ଅସରାଏ ବର୍ଷାରେ ଉବୁଟୁବୁ ରାଜ୍ୟର ସର୍ବବୃହତ୍ ଏସ୍‌ସିବି ମେଡିକାଲ୍। ୱାର୍ଡ ଭିତରେ ପଶିଲା ବର୍ଷା ପାଣି। ଏକ୍ସ-ରେ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପଶି ଲହଡ଼ି ଭାଙ୍ଗିଛି। ଫଳରେ ଦୀର୍ଘ ସମୟ ଧରି ଏକ୍ସେ-ରେ ସେବା ଯୋଗାଣ ବାଧାପ୍ରାପ୍ତ ହୋଇଛି। ୱାର୍ଡ ଗୁଡ଼ିକରେ ପାଣି ପଶିଯିବାରୁ ରୋଗୀ ଓ ଆଟେଣ୍ଡାଣ୍ଟ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ପ୍ରତିକ୍ରିୟା ରଖି ଏସ୍‌ସିବି ଅଧିକ୍ଷକ ସିବିକେ ମହାନ୍ତି କହିଛନ୍ତି, ଅତ୍ୟଧିକ ବର୍ଷା ଯୋଗୁ ହଠାତ୍ ଏଭଳି ପରିସ୍ଥିତି ଉପୁଜିଛି। ଡ୍ରେନେଜ କାମ ଜାରି ରହିଥିବା ବେଳେ ପିଏଚ୍‌ଡି ଓ ପିଡବ୍ଲୁଡି ବିଭାଗକୁ ପଦକ୍ଷେପ ନେବାକୁ କୁହାଯାଇଛି ବୋଲି ମେଡିକାଲ୍‌ ଅଧିକ୍ଷକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story