ସ୍କୁଲ ବସ୍‌କୁ ଧକ୍କା ଦେଲା ଆଉ ଏକ ବସ୍‌, ଶିକ୍ଷକଙ୍କ ସମେତ ୧୦ଛାତ୍ରଛାତ୍ରୀ ଆହତ

କଟକ: ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ  ଏନଏଚ୍‌ -୧୬ରେ  ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏକ ସ୍କୁଲ ବସ୍‌କୁ  ଆଉ ଏକ ବସ୍‌ ଧକ୍କା ଦେବା ଫଳରେ ଶିକ୍ଷକଙ୍କ ସମେତ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ତାନାନ୍ତର କରାଯାଇଛି। କଟକରୁ ପରୀକ୍ଷା ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଛାତ୍ର ମାହାଙ୍ଗା ନୃତାଙ୍ଗ ସ୍ୱାମୀ ବିକେକାନନ୍ଦ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି। ବସରେ ପ୍ରାୟ ୫୫ […]

road accident..

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 06:50 PM IST

କଟକ: ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ  ଏନଏଚ୍‌ -୧୬ରେ  ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏକ ସ୍କୁଲ ବସ୍‌କୁ  ଆଉ ଏକ ବସ୍‌ ଧକ୍କା ଦେବା ଫଳରେ ଶିକ୍ଷକଙ୍କ ସମେତ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ତାନାନ୍ତର କରାଯାଇଛି। କଟକରୁ ପରୀକ୍ଷା ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଛାତ୍ର ମାହାଙ୍ଗା ନୃତାଙ୍ଗ ସ୍ୱାମୀ ବିକେକାନନ୍ଦ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି। ବସରେ ପ୍ରାୟ ୫୫ ଜଣ ଛାତ୍ର ଓ ଶିକ୍ଷକ ଥିବା ଜଣାପଡ଼ିଛି।

Related story