ପୂଜା ଛୁଟି ପରେ ଖୋଲିବ କି ଅନ୍ୟ କ୍ଲାସ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ା ହେଉଛି। ତେବେ ଅନ୍ୟ କୌଣସି ଶ୍ରେଣୀରେ ପାଠ ପଢ଼ା ହେଉନି। ପୂଜା ଛୁଟି ପରେ କରୋନା ସ୍ଥିତିରେ ଉନ୍ନତି ଘଟିଲେ, ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିପାରେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସାରା ଦେଇଛନ୍ତି। ଅନ୍ୟ କ୍ଲାସ୍‌ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, “ଆଶା କରିବା ପୂଜା ଛୁଟି […]

school

school

Manoranjan Sial
  • Published: Thursday, 14 October 2021
  • Updated: 14 October 2021, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ା ହେଉଛି। ତେବେ ଅନ୍ୟ କୌଣସି ଶ୍ରେଣୀରେ ପାଠ ପଢ଼ା ହେଉନି। ପୂଜା ଛୁଟି ପରେ କରୋନା ସ୍ଥିତିରେ ଉନ୍ନତି ଘଟିଲେ, ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିପାରେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସାରା ଦେଇଛନ୍ତି।

ଅନ୍ୟ କ୍ଲାସ୍‌ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, “ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହେବ। ଆଉ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ସ୍କୁଲ ନ ଖୋଲିବା ଯାଏଁ ଅନଲାଇନରେ କ୍ଲାସ ଚାଲିବ। ମୋବାଇଲର ଦୁରୂପଯୋଗ ଯେଭଳି ନ ହେଉ, ଅଭିଭାବକ ସଜାଗ ହୁଅନ୍ତୁ।”

ମହାମାରୀ କରୋନା ପାଇଁ ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଥିଲା। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ତେବେ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିପାରୁ ନାହାନ୍ତି। ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଛନ୍ତି।

ଏବେ କରୋନାର କୋପ କମିବା ପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି। ଦୀର୍ଘ ଦିନ ପରେ ବିଦ୍ୟାଳୟରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିନାହିଁ। ଯେଉଁଥିପାଇଁ ପିଲାମାନେ ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story