ଭଙ୍ଗା ଆଜ୍‌ବେଷ୍ଟସ୍‌ ଛାତ ତଳେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଭଦ୍ରକ(ପାର୍ଥ ସାରଥୀ ନାୟକ): କାନ୍ଥ ଫାଟି ଆଁ କରିଛି। ଆଜ୍‌ବେଷ୍ଟସ୍‌ ଭାଙ୍ଗି ଛାତରୁ ପାଣି ଗଳୁଛି। କବାଟ,ଝରକାଗୁଡ଼ିକର ଅବସ୍ଥା ନାହିଁ। ଆଉ ବର୍ଷ ବର୍ଷ ଧରି ଏମିତି ଦୟନୀୟ ସ୍ଥିତିରେ ଚାଲିଛି ପାଠପଢ଼ା। ଏ ଚିତ୍ର ହେଉଛି ଭଦ୍ରକ ଜିଲ୍ଲାର ସର୍ବପୁରାତନ ଦଧିବାମନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର, ଯାହା ଆମ ଶିକ୍ଷା ବ୍ୟବସ୍ଥାକୁ ଆଙ୍ଗୁଳି ଉଠାଉଛି। ଏହି ବିଦ୍ୟାଳୟରେ ୫୨୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ୧୭ ଜଣ ଶିକ୍ଷକ, […]

bhadrak

bhadrak

Jyoshna Pradhan
  • Published: Tuesday, 17 September 2019
  • Updated: 17 September 2019, 01:59 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): କାନ୍ଥ ଫାଟି ଆଁ କରିଛି। ଆଜ୍‌ବେଷ୍ଟସ୍‌ ଭାଙ୍ଗି ଛାତରୁ ପାଣି ଗଳୁଛି। କବାଟ,ଝରକାଗୁଡ଼ିକର ଅବସ୍ଥା ନାହିଁ। ଆଉ ବର୍ଷ ବର୍ଷ ଧରି ଏମିତି ଦୟନୀୟ ସ୍ଥିତିରେ ଚାଲିଛି ପାଠପଢ଼ା। ଏ ଚିତ୍ର ହେଉଛି ଭଦ୍ରକ ଜିଲ୍ଲାର ସର୍ବପୁରାତନ ଦଧିବାମନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର, ଯାହା ଆମ ଶିକ୍ଷା ବ୍ୟବସ୍ଥାକୁ ଆଙ୍ଗୁଳି ଉଠାଉଛି।

ଏହି ବିଦ୍ୟାଳୟରେ ୫୨୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଅଛନ୍ତି ୧୭ ଜଣ ଶିକ୍ଷକ, ଶିକ୍ଷୟତ୍ରୀ। ହେଲେ ବିଦ୍ୟାଳୟରେ ପାଠପଢ଼ିବା ପାଇଁ ଉତ୍ତମ ପରିବେଶ ନାହିଁ। ପିଲାଙ୍କ ସଂଖ୍ୟା ଅନୁସାରେ ଶ୍ରେଣୀ ଗୃହ ନାହିଁ। ଆଉ ଯେଉଁ ଶ୍ରେଣୀ ଗୃହଗୁଡ଼ିକ ଅଛି ସେଗୁଡ଼ିକର ଅବସ୍ଥା ଦୟନୀତ ହୋଇପଡ଼ିଛି। କେବଳ ସେତିକି ନୁହେଁ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଅଫିସ୍‌ ଗୃହ ମଧ୍ୟ ନାହିଁ। ସେହିପରି ପାନୀୟ ଜଳ ଅବା ଶୌଚାଳୟ ବ୍ୟବସ୍ଥା ନାହିଁ। ସ୍କୁଲ୍‌ରେ ଅନେକ ଉପକରଣ ଜରାଜୀର୍ଣ୍ଣ ହୋଇପଡ଼ି ରହିଛି। ବିଦ୍ୟାଳୟର ସୁପରିଚାଳନା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷାବିଭାଗ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ହେଁ କେହି ଶୁଣୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସ୍କୁଲର ଛାତ୍ରୀ ସାଜିଆ କାଦ୍ରୀ କହିଛନ୍ତି,“ଶ୍ରେଣୀ ଗୃହର ସବୁ ଆଜବେଷ୍ଟସ୍ ଭାଙ୍ଗି ଯାଇଛି। ଯେଉଁ ଆଜବେଷ୍ଟସ୍‌ ରହିଛି ବେଳେ ବେଳେ ସେଗୁଡ଼ିକରୁ ଛୋଟ ଛୋଟ ଖଣ୍ଡ ଭାଙ୍ଗି ପିଲାଙ୍କ ଉପରେ ପଡୁଛି। ବର୍ଷା ହେଲେ ଶ୍ରେଣୀ ଗୃହଗୁଡ଼ିକ ପୂରା ଓଦା ହୋଇଯାଉଛି। ସ୍କୁଲକୁ ଆସିବା ପାଇଁ ଯେଉଁ ରାସ୍ତା ଅଛି, ତାହା ବର୍ଷା ହେଲେ କାଦୁଅ ହୋଇଯାଉଛି।”

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ନାୟକ କହିଛନ୍ତି, “ଏଠାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଛନ୍ତି। ଛାତ୍ରଛାତ୍ରୀଙ୍କ ତୁଳନାରେ ଶ୍ରେଣୀ ଗୃହ ନାହିଁ। ଯୋଉ ଦିଇଟା ଆଜ୍‌ବେଷ୍ଟସ୍‌ ଘର ଅଛି, ତାହା ଭାଙ୍ଗି ଗଲାଣି। ବର୍ଷା ହେଲେ ପିଲା ବସି ପାରୁ ନାହାନ୍ତି। ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ବି ଶୌଚାଳୟ ନାହିଁ। ଅନ୍ୟ ଦିନେ ପିଲାଙ୍କୁ ବାରଣ୍ଡାରେ ବସାଇ ଦେଉଛୁ। ହେଲେ ବର୍ଷା ଦିନେ ପିଲାଙ୍କୁ ସେଠାରେ ବସାଇ ପାରୁ ନାହୁଁ।”

ଅନ୍ୟପକ୍ଷରେ ତୁରନ୍ତ ବିଦ୍ୟାଳୟର ମରାମତି କରାଯିବା ନେଇ ଚେଷ୍ଟା କରାଯିବ ବୋଲି ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story