କଟକ ବଡ଼ ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି, ପୁଲିସକୁ ଚୁଡ଼ି ଦେଲେ ସାମାଜିକ କର୍ମୀ

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି। ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ହୋଇପଡ଼ିଥିବା ଛୁଆକୁ ନେଇ ବାଇକ୍‌ରେ ବଡ଼ ମେଡିକାଲ ଆସିଥିଲେ। ହେଲେ ଗେଟ୍ ପାଖରେ ଛିଡ଼ା ହୋଇଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ ଗାଡ଼ିର ଚାବି ଛଡ଼େଇ ନେଇଥିଲେ। ଆଜି ଘଟିଥିବା ଏହି ଘଟଣାକୁ ନେଇ ସୁବାସ ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଏହାସହ ସଂଗଠନର ସଦସ୍ୟମାନେ ଏସ୍‌ସିବି ଫାଣ୍ଡିରେ ପହଞ୍ଚି ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। […]

scq

scq

Niranjan Mishra
  • Published: Friday, 21 October 2022
  • Updated: 21 October 2022, 08:23 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି। ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ହୋଇପଡ଼ିଥିବା ଛୁଆକୁ ନେଇ ବାଇକ୍‌ରେ ବଡ଼ ମେଡିକାଲ ଆସିଥିଲେ। ହେଲେ ଗେଟ୍ ପାଖରେ ଛିଡ଼ା ହୋଇଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ ଗାଡ଼ିର ଚାବି ଛଡ଼େଇ ନେଇଥିଲେ। ଆଜି ଘଟିଥିବା ଏହି ଘଟଣାକୁ ନେଇ ସୁବାସ ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଏହାସହ ସଂଗଠନର ସଦସ୍ୟମାନେ ଏସ୍‌ସିବି ଫାଣ୍ଡିରେ ପହଞ୍ଚି ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଫାଣ୍ଡି ଅଧିକାରୀଙ୍କୁ ଚୁଡ଼ି ପିନ୍ଧିବାକୁ କହିଥିଲେ।

ସୂଚନା ମୁତାବକ, ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁବାସ ସଂଗଠନର ସଦସ୍ୟମାନେ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲେ। ରୋଗୀ ଓ ସମ୍ପର୍କିୟଙ୍କ ସହ ଏଭଳି କରାଯିବା ଉଚିତ୍ ନୁହେଁ ବୋଲି ଦୃଢ଼ ପ୍ରତିବାଦ କରି କହିଥିଲେ। ଏହି ସମୟରେ ନିକଟରେ ପ୍ରହରା ଦେଉଥିବା ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଥିଲେ। ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ କର୍ମଚାରୀମାନେ କାହିଁକି ଏଭଳି ଦାଦାଗିରିକୁ ଦେଖି ଚୁପ୍ ରହୁଛନ୍ତି ବୋଲି ସଂଗଠନର ସଦସ୍ୟମାନେ ପ୍ରଶ୍ନ କରିଥିଲେ ଏବଂ ପାଖରେ ରଖିଥିବା ନାଲି ଚୁଡ଼ି ବାହାର କରି ପୁଲିସ ବାବୁମାନେ ପିନ୍ଧନ୍ତୁ ବୋଲି ଦେଇଥିଲେ। ପରେ ଏସ୍‌ସିବି ଫାଣ୍ଡିରେ ପହଞ୍ଚି ଫାଣ୍ଡି ଅଧିକାରୀ ଏଭଳି ଘଟଣା ରୋକିବାକୁ କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହାନ୍ତି ବୋଲି କୈଫତ ତଲବ କରିଥିଲେ। ସନ୍ତୋଷଜନକ ଉତ୍ତର ନ ପାଇବାରୁ ଫାଣ୍ତି ଅଧିକାରୀ ଚୁଡ଼ି ପିନ୍ଧନ୍ତୁ ବୋଲି ସଂଗଠନର ସଦସ୍ୟମାନେ କହିଥିଲେ।

ସୂଚନା ଥାଉକି, ଦୁଇଦିନ ତଳେ ଜଣେ ସିକ୍ୟୁରିଟି ଗାର୍ଡ ମେଡିକାଲ ଫାଣ୍ଡି ଭିତରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରକୁ ହାତ ଉଠାଇଥିଲେ। ପୁଲିସ ଉପସ୍ଥିତିରେ ସିକ୍ୟୁରିଟି ଗାର୍ଡ କିପରି ହାତ ଉଠାଇଲେ, ସେନେଇ ସୁବାସ ସଂଗଠନ ପ୍ରଶ୍ନ ଉଠାଇଥିଲା। ଉକ୍ତ ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପଚାରିଥିଲା। ଏଭଳି ଘଟଣା ବାରମ୍ବାର ଅନେକ ରୋଗୀ ଓ ସମ୍ପର୍କିୟଙ୍କ ସହ ମଧ୍ୟ ଘଟୁଛି। ହେଲେ ଏହା ଉପରେ ସରକାର କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବଢ଼ି ଚାଲିଛି ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story