ବଢ଼ୁଛି କଂଗ୍ରେସ କଳି: ନବୀନ-ନରସିଂହଙ୍କ ଭିତିରି ସମ୍ପର୍କ ଭିତରକୁ ଶ୍ରୀକାନ୍ତଙ୍କୁ ଟାଣିଲେ ତାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ ଭିତିରିଆ ସଂପର୍କ ରହିଛି।” ଗତକାଲି କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣ ସଗରିଆ ଏଭଳି ଅଭିଯୋଗ ଆଣିବା ପରେ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ସରଗରିଆଙ୍କ ଅଭିଯୋଗକୁ ନେଇ କଂଗ୍ରେସ୍‌ରେ ଆରମ୍ଭ ହୋଇଯାଇଥିବା ମହାଭାରତ ଭିତରକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଟାଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହୀନପତି। ନରସିଂହଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା […]

congress

congress

Manoranjan Sial
  • Published: Monday, 19 November 2018
  • Updated: 19 November 2018, 08:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ ଭିତିରିଆ ସଂପର୍କ ରହିଛି।” ଗତକାଲି କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣ ସଗରିଆ ଏଭଳି ଅଭିଯୋଗ ଆଣିବା ପରେ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ସରଗରିଆଙ୍କ ଅଭିଯୋଗକୁ ନେଇ କଂଗ୍ରେସ୍‌ରେ ଆରମ୍ଭ ହୋଇଯାଇଥିବା ମହାଭାରତ ଭିତରକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଟାଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହୀନପତି।

ନରସିଂହଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଶ୍ରୀକାନ୍ତ ଷଡ଼ଯନ୍ତ୍ର କରିଥିବା ତାରା ଅଭିଯୋଗ କରିଛନ୍ତି। ସଗରିଆଙ୍କୁ ମୋହରା କରି ଶ୍ରୀକାନ୍ତ ଘର ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି। ତେବେ ବିଧାୟକ ଜର୍ଜ ତିର୍କି କଂଗ୍ରେସ୍‌ରେ ସାମିଲ ହେବା ପରେ ସେ ଏହି ଚକ୍ରାନ୍ତରେ ବିଫଳ ହେଲେ ବୋଲି ତାରା କହିଛନ୍ତି।

ସଗରିଆ ଛୋଟ ଛୁଆ ନୁହଁନ୍ତି ବୋଲି କହି ବିବାଦଠାରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଛନ୍ତି ଶ୍ରୀକାନ୍ତ। ସେ କହିଛନ୍ତି-“କୃଷ୍ଣ ସଗରିଆ ଜଣେ ବିଧାୟକ। ସେ ଦଳର ଜଣେ ବରିଷ୍ଠ ନେତା। ତାଙ୍କ ସହିତ ମୋର ଆଲୋଚନା କରିବା କଣ ପାପ।”

କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି-“ତଦନ୍ତ ପରେ ଏନେଇ କାର୍ଯ୍ୟାନୁଷ୍ଠାନ ହେବ।”

ସେପଟେ ନରସିଂହଙ୍କର ନବୀନ ଓ ଥାର୍ଡ ଫ୍ଲୋର୍ ସହ ସୁ-ସଂପର୍କ ନେଇ ସଗରିଆ ଆଣିଥିବା ଅଭିଯୋଗକୁ ସମର୍ଥନ କରିଛି ବିଜେପି। ବିଜେଡିର ଆଶାବାଡି କଂଗ୍ରେସ ବୋଲି ଅଭିଯୋଗ କରିଆସୁଥିବା ବିଜେପି ଏହି ନିଆଁରେ ଘିଅ ଢାଳିଛି।

ସେପଟେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ନରସିଂହ କିନ୍ତୁ ଏଯାଏ ମୁହଁ ଖୋଲିନାହାନ୍ତି।

ଗତ ଫେବ୍ରୁୟାରୀ ୫ତାରିଖରେ ଦିଲ୍ଲୀରେ ନବୀନଙ୍କୁ ନରସିଂହ ସାକ୍ଷାତ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ସଗରିଆଙ୍କ ବିସ୍ଫୋରକ ମନ୍ତବ୍ୟ ପରେ ରାଜନୀତିକ ମହଲରେ ଚର୍ଚ୍ଚା- ଆଗକୁ ନରସିଂହ, ଭୂପିନ୍ଦରଙ୍କ ରାସ୍ତାରେ ଯିବେନି ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story