‘ସୌନ୍ଦର୍ଯ୍ୟକରଣ ପାଇଁ ସେବାୟତଙ୍କ ଘର ଭଙ୍ଗା ନ ଯାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଫ୍ଟ ଆର୍କିଟେକ୍ଚର ପ୍ଲାନ୍ ଲୋକାର୍ପଣ ପରେ ଏହାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଆଉ ସେବାୟତମାନଙ୍କ ଘର ନଭାଙ୍ଗିବା ପାଇଁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଦାବି କରିଛନ୍ତି ।  ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ […]

puri-1--1

puri-1--1

Niharika Rout
  • Published: Tuesday, 31 December 2019
  • Updated: 31 December 2019, 07:53 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଫ୍ଟ ଆର୍କିଟେକ୍ଚର ପ୍ଲାନ୍ ଲୋକାର୍ପଣ ପରେ ଏହାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଆଉ ସେବାୟତମାନଙ୍କ ଘର ନଭାଙ୍ଗିବା ପାଇଁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଦାବି କରିଛନ୍ତି ।  ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ଥାୟୀ ସୌନ୍ଦର୍ଯ୍ୟକରଣ ପାଇଁ ଦାବି କରିଛନ୍ତି । ଗତକାଲି ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର ପାଇଁ ଜମି ଦାନ କରିଥିବା ସମସ୍ତ ବ୍ୟକ୍ତି ଓ ମଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ନାଁ କରିଡରର ଏକ ସ୍ଥାୟୀ ଫଳକରେ ଖୋଦେଇ ହୋଇ ରହିବ ବୋଲି ଘୋଷଣା କରିଥିଲେ । ଅଧିଗୃହୀତ ସବୁ ଜମି ଜଗନ୍ନାଥଙ୍କ ନାଁରେ ରେକର୍ଡ ରହିବ।

ଏଥିସହ କରିଡର୍ ପ୍ଲାନ୍ ସଂପର୍କରେ ଜାନୁଆରୀ ୧୫ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ମତାମତ ମିଳିବା ପରେ ଫେବୃଆରୀ ୨୦୨୦ ସୁଦ୍ଧା ଐତିହ୍ୟ କରିଡରର ଚୂଡ଼ାନ୍ତ ପ୍ଲାନ୍ ପ୍ରକାଶିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story