ବାଲେଶ୍ୱର ଜିଲ୍ଲାରେ ସିରିଜ୍ ଲୁଟ୍‌

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଲୁଟ୍ ହୋଇଛି। ବସ୍ତା ଥାନା ଅନ୍ତର୍ଗତ ହଳଦୀପାଳ ବଜାରରେ ଥିବା ଏକ ଗହଣା ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ କେତେ ପରିମାଣର ସୁନାଗହଣା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି। ସେହିପରି ଏହି ଦୋକାନ ପାଖରେ ଥିବା ଏକ ଇଣ୍ଡିକ୍ୟାସ ଏଟିଏମ୍‌ର ସଟର ଭାଙ୍ଗି ଲୁଟ୍‌ କରାଯାଇଥିବା  ସନ୍ଦେହ କରାଯାଇଛି। ପୁଲିସ୍‌ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ […]

loot

loot

Jyoshna Pradhan
  • Published: Sunday, 28 July 2019
  • Updated: 28 July 2019, 02:29 PM IST

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଲୁଟ୍ ହୋଇଛି। ବସ୍ତା ଥାନା ଅନ୍ତର୍ଗତ ହଳଦୀପାଳ ବଜାରରେ ଥିବା ଏକ ଗହଣା ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ କେତେ ପରିମାଣର ସୁନାଗହଣା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି। ସେହିପରି ଏହି ଦୋକାନ ପାଖରେ ଥିବା ଏକ ଇଣ୍ଡିକ୍ୟାସ ଏଟିଏମ୍‌ର ସଟର ଭାଙ୍ଗି ଲୁଟ୍‌ କରାଯାଇଥିବା  ସନ୍ଦେହ କରାଯାଇଛି। ପୁଲିସ୍‌ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି।

ଅନ୍ୟପକ୍ଷରେ ରେମୁଣା ଥାନା ନିଜାମପୁର ପଞ୍ଚାୟତର ସୋସାଇଟି ଅଫିସ୍‌ରୁ ମଧ୍ୟ ଲୁଟ୍ ହୋଇଛି। ସୋସାଇଟି ଅଫିସ୍ ତାଲା ଭାଙ୍ଗି ଟଙ୍କା ଓ କମ୍ପ୍ୟୁଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟି ନେଇଛନ୍ତି ଚୋର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story