କାଳରାତ୍ରିର କଳାକାହାଣୀ: ପୁଣି ସେହି ତପ୍ତପାଣି ଘାଟି

ମୋହନା/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ପୁଣି ସେହି ତପ୍ତପାଣି ଘାଟି, ପୁଣି ସେହି ବସ୍ ଦୁର୍ଘଟଣା। ମୃତ୍ୟୁର ଘାଟିରେ ଯାଇଛି ନିରୀହ ଯାତ୍ରୀଙ୍କ ଜୀବନ। ଆଜି ଭୋର୍ ପ୍ରାୟ ସାଢ଼େ  ୩ଟାରେ ମାରୁତି ନାମକ ଏକ ଘରୋଇ ନାଇଟ୍ ଏକ୍ସପ୍ରେସ ରାସ୍ତାରୁ ଖାତକୁ ଖସିବାରୁ ବସ୍ ଡ୍ରାଇଭର ସମେତ ୮ଜଣ ପ୍ରାଣ ହରାଇଛନ୍ତି।  ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ପ୍ରାୟ ୩୦ ଯାତ୍ରୀ। ତେବେ କାହିଁକି ଏତେବଡ଼ ଦୁର୍ଘଟଣା ଘଟିଲା? ବସ୍‌ର ଯାନ୍ତ୍ରିକ ତ୍ରୁଟି ନା ବେପରୁଆ ଡ୍ରାଇଭିଂ?  ତାକୁ ନେଇ ଆରମ୍ଭ […]

ghkl

ghkl

Tapas Behera
  • Published: Wednesday, 29 January 2020
  • Updated: 29 January 2020, 08:25 PM IST

Sports

Latest News

ମୋହନା/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ପୁଣି ସେହି ତପ୍ତପାଣି ଘାଟି, ପୁଣି ସେହି ବସ୍ ଦୁର୍ଘଟଣା। ମୃତ୍ୟୁର ଘାଟିରେ ଯାଇଛି ନିରୀହ ଯାତ୍ରୀଙ୍କ ଜୀବନ। ଆଜି ଭୋର୍ ପ୍ରାୟ ସାଢ଼େ  ୩ଟାରେ ମାରୁତି ନାମକ ଏକ ଘରୋଇ ନାଇଟ୍ ଏକ୍ସପ୍ରେସ ରାସ୍ତାରୁ ଖାତକୁ ଖସିବାରୁ ବସ୍ ଡ୍ରାଇଭର ସମେତ ୮ଜଣ ପ୍ରାଣ ହରାଇଛନ୍ତି।  ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ପ୍ରାୟ ୩୦ ଯାତ୍ରୀ। ତେବେ କାହିଁକି ଏତେବଡ଼ ଦୁର୍ଘଟଣା ଘଟିଲା? ବସ୍‌ର ଯାନ୍ତ୍ରିକ ତ୍ରୁଟି ନା ବେପରୁଆ ଡ୍ରାଇଭିଂ?  ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ମୃତ୍ୟୁର ଘାଟି ତପ୍ତପାଣିରେ ଗଡ଼ିଲା ମଣିଷ ମୁଣ୍ଡ। ନିସ୍ତବ୍ଧ ରାତିର ଛାତିକୁ ଚିରି ଦୌଡୁଥିବା ଦ୍ରୁତଗାମୀ ବସ୍ ଦୁର୍ଘଟଣାରେ ଚାଲିଗଲା  ନିରୀହଙ୍କ ଜୀବନ।

ସମୟ ଭୋର ୩ଟା ୨୦ ମିନିଟ୍ । ରାୟଗଡ଼ା ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା ଏହି ଘରୋଇ ବସ୍। ହୁଏତ  ଆଉ ଦେଢ଼ ଘଣ୍ଟା ଭିତରେ ପହଞ୍ଚିଥାନ୍ତା ଗନ୍ତବ୍ୟ ସ୍ଥଳରେ। କିନ୍ତୁ କାଳରାତ୍ରିର ପାହାନ୍ତି ପହରରେ ତପ୍ତପାଣିର ପାଳୁଖୋଳା ଗାଁର ବୁଦାନାଳ ବ୍ରିଜ ନିକଟରେ ଓଲଟ ପଡ଼ିଲା ବସ୍‌। କିଏ ବାପାଙ୍କୁ ହରାଇଲେ ତ’ ଆଉ କିଏ ପତ୍ନୀଙ୍କୁ। ଛିନ୍‌ଛତ୍ର ହୋଇଯାଇଛି ନାଇଟ୍  ସ୍ଲିପର୍ କୋଚ୍ ମାରୁତି।  ଖସିପଡ଼ିଛି ୨୦ ଫୁଟ୍ ତଳକୁ । ଆଉ ତାହାରି ଭିତରେ କାହାର ଉଡ଼ିଯାଇଛି ପ୍ରାଣବାୟୁ ତ’ ଆଉ କିଏ ମୃତ୍ୟୁର ପଞ୍ଝାରୁ  ମୁକୁଳିବା ପାଇଁ ଆକୁଳ ନିବେଦନ କରିଥିଲେ। ଯାତ୍ରୀଙ୍କ କହିବାନୁଯାୟୀ, ଅଙ୍କାବଙ୍କା ଘାଟିରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବ୍ରିଜ୍ ପାଖ  ବୁଲାଣିରେ ବାମ କଡ଼କୁ ୨୦ ଫୁଟ୍ ତଳକୁ ବସ୍ ଖସିପଡ଼ିଲା ବସ୍ । ଫଳରେ ୬ ମହିଳା ଯାତ୍ରୀଙ୍କ ସହ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆହତ  ହୋଇଛନ୍ତି ପ୍ରାୟ ୩୦ ଯାତ୍ରୀ। ଦୁର୍ଘଟଣାରେ ଆହତ ହୋଇଥିବା ୨୭ ଜଣଙ୍କୁ  ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତେ ବିପଦମୁକ୍ତ ଥିବା କୁହାଯାଉଛି

ଦୁର୍ଘଟଣାର କାରଣ କ’ଣ ସେନେଇ ଖୋଳତାଡ଼ ଜାରି ରହିଥିବା ବେଳେ ସମସ୍ତ ୮ ମୃତକଙ୍କ ପରିଚୟ ମିଳିଛି । କିନ୍ତୁ ଏଯାଏଁ ବସ୍  ଡ୍ରାଇଭର ଓ ହେଲପ୍ରଙ୍କ ପତ୍ତା ମିଳୁନି । ସେପଟେ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ମୃତକ ଏବଂ ଆହତଙ୍କ ପରିବାର ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ  ସମବେଦନା ଜଣାଇଛନ୍ତି।  ସୂଚନା ଅନୁଯାୟୀ,  ୨୦୧୯ ଡିସେମ୍ବର ୧୫ ତାରିଖରେ ତପ୍ତପାଣି ଘାଟିରେ ଏକ ପିକ୍‌ନିକ୍‌ ବସ ଓଲଟି ପ୍ରାୟ ୧୫ ଜଣ ଗୁରୁତର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story