ଫୁଲବାଣୀ ( ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ଅଛନ୍ତି । ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରଭାବିତ ହୋଇଛି ।
ଫୁଲବାଣୀ ( ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ଅଛନ୍ତି । ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରଭାବିତ ହୋଇଛି । ବାଲିଗୁଡାଠାରୁ ଝରିପାଣିକୁ ସଂଯୋଗ କରୁଥିବା ସିରିଲା ଗ୍ରାମ ନିକଟବର୍ତ୍ତୀ ନଦୀ ପୋଲର ଗୋଟିଏ ସ୍ଲାବ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଟାଟାଗୁଡ଼ା ଗାଁରେ […]
flood-1..1