ବାଂଲାଦେଶରୁ ଭୁବନେଶ୍ୱର ଭାୟା ବେଙ୍ଗଲ: ଭଉଣୀ-ଭିଣୋଇ ଓ ଶାଳୀ ମିଶି ଚଳାଉଥିଲେ ଚମଡ଼ା ବେପାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କେମିତି ଚେର ମେଲାଇଥିଲା ବାଂଲାଦେଶୀ ସେକ୍ସ୍  ରାକେଟ୍ ? କେମିତି ତିଆରି ହେଉଥିଲା ନକଲି ଡକ୍ୟୁମେଣ୍ଟ, କେମିତି ଯୋଗାଡ଼ ହେଉଥିଲେ ଗରାଖ ? କିଙ୍ଗପିନ୍ ଅଞ୍ଜଳି ଓ ସ୍ୱାମୀ ଇବ୍ରାହିମ ଧରାପଡ଼ିବା ପରେ ଏସବୁର ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ସେପଟେ ଏହି ରାକେଟ୍‌ର ୩ ଦଲାଲଙ୍କୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଖୋଲୁଛି ବାଂଲା ସେକ୍ସ ରାକେଟ୍‌ ଗୋଟିଏ ପରେ ଗୋଟିଏ […]

bb

bb

Tapas Behera
  • Published: Thursday, 23 January 2020
  • Updated: 23 January 2020, 11:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କେମିତି ଚେର ମେଲାଇଥିଲା ବାଂଲାଦେଶୀ ସେକ୍ସ୍  ରାକେଟ୍ ? କେମିତି ତିଆରି ହେଉଥିଲା ନକଲି ଡକ୍ୟୁମେଣ୍ଟ, କେମିତି ଯୋଗାଡ଼ ହେଉଥିଲେ ଗରାଖ ? କିଙ୍ଗପିନ୍ ଅଞ୍ଜଳି ଓ ସ୍ୱାମୀ ଇବ୍ରାହିମ ଧରାପଡ଼ିବା ପରେ ଏସବୁର ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ସେପଟେ ଏହି ରାକେଟ୍‌ର ୩ ଦଲାଲଙ୍କୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି।

ଖୋଲୁଛି ବାଂଲା ସେକ୍ସ ରାକେଟ୍‌ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ।  ସାମ୍ନାକୁ ଆସୁଛି ନୂଆ ନୂଆ ଚେହେରା, ନୂଆ ତଥ୍ୟ।  ଫେକ୍ ଆଧାର କାର୍ଡ ଯୋଗାଇବା ପଛରେ କାମ କରୁଥିଲା ଭୁବନେଶ୍ୱର ଉପକଣ୍ଠର ଜଣେ ଯୁବକ ।  ବାଂଲାଦେଶୀ ଯୁବତୀଙ୍କ ପାଇଁ ନକଲି ଆଧାର କାର୍ଡ ତିଆରି କରୁଥିଲା। ଅଞ୍ଜଳି ଦିଦିର ଉଭଣୀ ବାଂଲାଦେଶରୁ ଯୁବତୀଙ୍କୁ ପଠାଏ। ଆଉ ସେମାନେ କୋଲକାତାରେ ପହଞ୍ଚିବା ପରେ ଅଞ୍ଜଳିର ସ୍ୱାମୀ ସେଠୁ ଭୁବନେଶ୍ୱରକୁ ପଠାଇବାରେ ସହାୟତା କରେ। ଦଲାଲ୍ ରାଜୁ, ପ୍ରଶାନ୍ତ ପରିଡ଼ା ଓ ଉତ୍ତମ ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ।

ଏପଟେ ଧରାପଡ଼ିଥିବା ୬ ଯୁବତୀଙ୍କ ଆଧାର କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ସେପଟେ ଜଣେ ଯୁବତୀଙ୍କ ବାପା ଝିଅକୁ ଖୋଜି ଖୋଜି ବାଂଲାଦେଶରୁ ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି। ତେବେ ଓଡ଼ିଶା ପୁଲିସ କେବେ କୋଲକାତା ଓ ବାଂଲାଦେଶ ଯାଉଛି ଓ କେତେ ଶୀଘ୍ର ଏହି ନେଟ୍ଓ୍ୱର୍କର ଅସଲ ଚେର ପାଖରେ ପହଞ୍ଚୁଛି, ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story