ଦାଦା-ଦିଦି କରୁଥିଲେ କାମନା ବାସ୍ନାର ଖେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଂଲାଦେଶୀ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଖୁଲମଖୁଲ୍ଲା ସେକ୍ସ କାରବାର ଚଳାଉଥିବା କୁଖ୍ୟାତ ଦେହ ବ୍ୟବସାୟ ରାକେଟର ମୁଖ୍ୟ କାର୍ପଟଦାର ଗିରଫ। ଗଲା କିଛି ଦିନ ଧରି ପୁଲିସ ସ୍କାନରରେ ଥିବା ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମକୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ପିପିଲି ଦାନଗୋହିରୀ ଛକରୁ ପତି-ପତ୍ନୀଙ୍କୁ କାବୁ କରିଥିବା ବେଳେ ରାକେଟର ଆଉ ୬ ଦେହଜୀବୀଙ୍କୁ ଭୁବନେଶ୍ୱରରୁ ବି ଗିରଫ କରାଯାଇଛି। ଏମାନେ ଏଠାରେ ରହୁଥିବା ଖବର ପାଇ […]

b-9087

b-9087

Tapas Behera
  • Published: Tuesday, 21 January 2020
  • Updated: 21 January 2020, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଂଲାଦେଶୀ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଖୁଲମଖୁଲ୍ଲା ସେକ୍ସ କାରବାର ଚଳାଉଥିବା କୁଖ୍ୟାତ ଦେହ ବ୍ୟବସାୟ ରାକେଟର ମୁଖ୍ୟ କାର୍ପଟଦାର ଗିରଫ। ଗଲା କିଛି ଦିନ ଧରି ପୁଲିସ ସ୍କାନରରେ ଥିବା ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମକୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ପିପିଲି ଦାନଗୋହିରୀ ଛକରୁ ପତି-ପତ୍ନୀଙ୍କୁ କାବୁ କରିଥିବା ବେଳେ ରାକେଟର ଆଉ ୬ ଦେହଜୀବୀଙ୍କୁ ଭୁବନେଶ୍ୱରରୁ ବି ଗିରଫ କରାଯାଇଛି।

ଏମାନେ ଏଠାରେ ରହୁଥିବା ଖବର ପାଇ ଚଢାଉ ସହ ଉଭୟଙ୍କୁ ଧରିବାରେ ସଫଳ ହୋଇଛି ଏସଟିଏଫ୍। ସେପଟେ ଏମାନଙ୍କ ଦ୍ୱାରା ପରିଚାଳିତ ରାକେଟର ଆଉ ୬ ଦେହଜୀବୀଙ୍କୁ ବି ଭୁବନେଶ୍ୱରରୁ ଉଠାଇ ନେବାର ସଫଳ ହୋଇଛି ପୁଲିସ।

ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍ ବେଶ୍ ସକ୍ରିୟ ଥିବା ନେଇ ଗତ କିଛି ଦିନ ତଳେ କମିଶନରେଟ୍ ପୁଲିସକୁ ମିଳିଥିଲା ଠୋସ୍ ସୁରାକ। ଜଣେ ରୂପଜୀବୀ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏ ରାକେଟର ପର୍ଦ୍ଦାଫାସ ହୋଇଥିଲା । ଏପରିକି ରାଜଧାନୀରେ ତାଙ୍କ ଭଳି ଆଉ ୨୫ ଜଣ ଯୁବତୀ ବି ଦେହ ବ୍ୟବସାୟରେ ଲିପ୍ତ ଥିବା କଥା ପୁଲିସ ଆଗରେ ମାନିଥିଲା ସଂପୃକ୍ତ ରୂପଜୀବୀ । ଆଉ ଏ ନେଟଓ୍ୱର୍କର କିଙ୍ଗ୍ ପିନ୍ ଅଞ୍ଜଳି ଓ ତା ସ୍ୱାମୀ ଇବ୍ରାହିମ୍ ବୋଲି ଜଣାପଡ଼ିବା ପରେ ସେବେଠାରୁ ପୋଲିସ ସ୍କାନରରେ ଥିଲେ ଉଭୟ ପତି-ପତ୍ନୀ।

ଚାକିରି ଓ କାମ ଯୋଗାଇ ଦେବା ବାହାନାରେ ବାଂଲାଦେଶରୁ ଏଭଳି ଗଳାବାଟରେ ଭାରତ ସୀମାପାର୍ କରି ଭାୟା କୋଲକତା ଦେଇ ଯୁବତୀଙ୍କୁ ଓଡ଼ିଶା ଆଣିବା ପରେ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲା ଅଞ୍ଜଳି।  ଆଉ ଏଠାକାର କିଛି ଜଣାଶୁଣା ଏଜେଣ୍ଟଙ୍କ ଜରିଆରେ ହୋଟେଲ, ରୁମ, ହୋମ ଡେଲଭରି ଏବଂ ପେଡ୍ ଗାର୍ଲଫ୍ରେଣ୍ଡ ସ୍କିମରେ ଗ୍ରାହକ ଯୋଗାଡ଼ କରି ମାଲମାଲ ହେଉଥିଲା। ଖାଲି ସେତିକି ନୁହେଁ ସ୍ୱତନ୍ତ୍ର ଲୋକାଲ ଅନଲାଇନ ପର୍ଣ୍ଣ ସାଇଟରେ ବି ତାର ବ୍ୟବସାୟ ଖୁବ୍ ଜମୁଥିବା କଥା ସାମ୍ନାକୁ ଆସିଥିଲା। ଏବେ ଅଞ୍ଜଳି-ଇବ୍ରାହିମ୍ ଯୋଡ଼ି ପୁଲିସ ଜାଲରେ ଫସିବା ପରେ ରାଜଧାନୀରେ ଚାଲିଥିବା ବଡ଼ ସେକ୍ସ କାରବାରର ଖୁଲାସା ହେବା ନେଇ ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story