ଟାଉନ୍‌ ଭିତରେ ଚାଲିଥିଲା ଦେହ ବେପାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଭୀମଭୋଇ ମେଡିକାଲ କଲେଜଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଟାଉନ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ଦେହ ବେପାରରେ ନିୟୋଜିତ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ଏପରିକି ଘରୁ ଭିତରୁ ପୁଲିସ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି। ଦୁଇଟି ପୃଥକ୍‌ […]

sex-racket

sex-racket

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 07:18 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଭୀମଭୋଇ ମେଡିକାଲ କଲେଜଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଟାଉନ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ଦେହ ବେପାରରେ ନିୟୋଜିତ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ଏପରିକି ଘରୁ ଭିତରୁ ପୁଲିସ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି। ଦୁଇଟି ପୃଥକ୍‌ ଘରେ ସେକ୍ସ କାରବାର ଚାଲିଥିଲା।

ଟାଉନଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା। କେତେଦିନ ଧରି ଏଠାରେ ଚାଲିଥିଲା ଦେହ ବେପାର, ତାହା ଉପରେ ପୁଲିସ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story