ଦରିଆ ଡେଇଁ ଆସନ୍ତି, ରାଜଧାନୀରେ ଛିଡ଼େ ଦେହର ଦର: କେମିତି ମିଳୁଛି ଆଧାରକାର୍ଡ଼ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା  ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି  ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା  ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି  ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ  ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ।  ତେବେ ଏମାନେ କେମିତି ସୀମା ଡେଇଁ ଭାରତରେ  ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ  ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର  ହାସଲ କରୁଛନ୍ତି  ତାହା ଜାଣିବା ପୁଲିସ […]

7890

7890

Tapas Behera
  • Published: Wednesday, 22 January 2020
  • Updated: 22 January 2020, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା  ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି  ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା  ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି  ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ  ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ।  ତେବେ ଏମାନେ କେମିତି ସୀମା ଡେଇଁ ଭାରତରେ  ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ  ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର  ହାସଲ କରୁଛନ୍ତି  ତାହା ଜାଣିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ରାଜଧାନୀ ଭୁବନେଶ୍ୱର ପାଲଟିଛି  ବାଂଲାଦେଶୀ ରୂପଜୀବୀଙ୍କ ନିରାପଦ ଆଶ୍ରୟ ସ୍ଥଳ।   ଏଠାରେ ରହି ଖୁଲ୍ଲମଖୁଲ୍ଲା ଚଳାଉଛନ୍ତି ଦେହ  ବ୍ୟବସାୟ।  ରାଜଧାନୀରେ ସେକ୍ସ  ରାକେଟର ଜାଲ ବିଛାଇଥିବା ଅଞ୍ଜଳି ଓ ଇବ୍ରାହିମ୍‌ଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗିରଫ କରିବା ପରେ  ପଦାକୁ ଆସୁଛି ବାଂଲା ସେକ୍ସ ରାକେଟର ନୂଆ ନୂଆ  ତଥ୍ୟ । ତେବେ ସବୁଠୁ ବଡ଼ ପ୍ରଶ୍ନ ବାଂଲାଦେଶ ସୀମା  ଡେଇଁ ଏତେ ସଂଖ୍ୟାରେ ଯୁବତୀ ଓଡ଼ିଶା ଆସୁଛନ୍ତି  କେମିତି? କାହା ସହଯୋଗରେ ଏଠାରେ ରହି  ସେମାନେ ବିନା ଭୟରେ ଚଳାଉଛନ୍ତି କାରବାର ?  କିଭଳି ଏମାନଙ୍କୁ ମିଳୁଛି ଜାଲ ଆଧାରକାର୍ଡ ଓ  ଅନ୍ୟାନ୍ୟ  କାଗଜପତ୍ର ? ଏସବୁର ମୂଳରେ ପହଞ୍ଚିବା  ଏବେ କମିଶନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ  ହୋଇଛି।

ଗତକାଲି ଗିରଫ ହୋଇଥିବା ବାଂଲା ସେକ୍ସ  ନେଟଓ୍ୱର୍କର କିଙ୍ଗପିନ୍ ଇବ୍ରାହିମ ଓ ତା ସ୍ତ୍ରୀ ଅଞ୍ଜଳିଙ୍କୁ  ରିମାଣ୍ଡରେ ନେଇ ଅଧିକ ପଚରାଉଚରା ପାଇଁ  ଯୋଜନା କରୁଛି କ୍ରାଇମବ୍ରାଞ୍ଚ। ଏସଟିଏଫ୍ ଅଞ୍ଜଳି- ଇବ୍ରାହିମର ପିପିଲି ଅଞ୍ଚଳରେ ଦେଢ଼ କୋଟିରୁ ଅଧିକ  ମୂଲ୍ୟ ଘର, ଏକାଧିକ ମୂଲ୍ୟବାନ୍ ପ୍ଲଟ୍ ଓ ଫାର୍ସ  ହାଉସ  ଥିବା ସୂଚନା ମିଳିଛି। ଇବ୍ରାହିମ୍ ପୂର୍ବରୁ  ଚୋରା ବନ୍ଧୁକ କାରବାର ମାମଲାରେ ଗିରଫ  ହୋଇଥିବା ବେଳେ ତା ସ୍ତ୍ରୀ ନାଁରେ କୋଲକାତାରେ  ଏକ ହତ୍ୟା ମାମଲା ଥିବା ଜଣାପଡିଛି। ପତି-ପତ୍ନୀଙ୍କ  ଚେନରେ ସାମିଲ ଥିବା ୩ ଜଣଙ୍କୁ ବି ଆଜି ଧରିଛି  କମିଶନରେଟ୍ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story