ଭଡ଼ାରେ ଦେହର ସୌଦା କରାଉଥିବା ରାଣୀ ମହୁମାଛିର ଖେଳ ଖତମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେକ୍ସ ସୌଦାଗର ସୁନୀଲ ମେହେରଙ୍କ ପାଇଁ କାମ କରୁଥିବା ଦିଦିର ଖେଳ ଖତମ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଆଜି ଦିଦି ଓ ତାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱର ଉପକଣ୍ଠରୁ ଗିରଫ କରିଛି। ଏପରିକି ସେମାନଙ୍କ ପାଖରୁ କିଛି ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ଏସ୍‌ଟିଏଫ୍‌। ଓଡ଼ିଶାରେ କାମରେ ନିୟୋଜିତ କରିବା ବାହାନାରେ ବାଂଲାଦେଶୀ ଯୁବତୀଙ୍କୁ ଏଠାକୁ ଆଣି ଦେହବେପାର କାମରେ ଦିଦି ଓ ତାଙ୍କ ସ୍ୱାମୀ ନିୟୋଜିତ କରୁଥିବା ଜଣାପଡ଼ିଛି। ସେକ୍ସ ସୌଦାଗର ସୁନୀଲ ମେହେର। […]

sex-racket-running-in-bhubaneswar

sex-racket-running-in-bhubaneswar

Manoranjan Sial
  • Published: Tuesday, 21 January 2020
  • Updated: 21 January 2020, 06:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେକ୍ସ ସୌଦାଗର ସୁନୀଲ ମେହେରଙ୍କ ପାଇଁ କାମ କରୁଥିବା ଦିଦିର ଖେଳ ଖତମ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଆଜି ଦିଦି ଓ ତାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱର ଉପକଣ୍ଠରୁ ଗିରଫ କରିଛି। ଏପରିକି ସେମାନଙ୍କ ପାଖରୁ କିଛି ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ଏସ୍‌ଟିଏଫ୍‌। ଓଡ଼ିଶାରେ କାମରେ ନିୟୋଜିତ କରିବା ବାହାନାରେ ବାଂଲାଦେଶୀ ଯୁବତୀଙ୍କୁ ଏଠାକୁ ଆଣି ଦେହବେପାର କାମରେ ଦିଦି ଓ ତାଙ୍କ ସ୍ୱାମୀ ନିୟୋଜିତ କରୁଥିବା ଜଣାପଡ଼ିଛି।

ସେକ୍ସ ସୌଦାଗର ସୁନୀଲ ମେହେର। ତାଙ୍କ ସହ କାମ କରୁଥିଲେ ଦିଦି ଓରଫ ଅଞ୍ଜଳି। ଘର ବାଂଲାଦେଶରେ। ସୁନୀଲ ଧରାପଡ଼ିବା ପରେ ଅଞ୍ଜଳି ତାଙ୍କଠାରୁ ଦୂରେଇ ଯାଇଥିଲେ। ପରେ ସେ ନିଜର ସେକ୍ସ ରାକେଟ୍‌କୁ ବିସ୍ତାର କରିଥିଲା। ଏଥିରେ ଅଞ୍ଜଳିଙ୍କୁ ସହଯୋଗ କରୁଥିଲା ତାଙ୍କ ସ୍ୱାମୀ ଇବ୍ରାହିମ୍‌। ଦିଦି ଚାକିରି ଦେବା ବାହାନାରେ ନିଜ ଦେଶ ବାଂଲାଦେଶରୁ ସୁନ୍ଦରୀ ଯୁବତୀମାନଙ୍କୁ କୋଲକାତା ଦେଇ ଓଡ଼ିଶା ଆଣୁଥିଲା। ପରେ ସେମାନଙ୍କ ପାଇଁ ନକଲି ଆଧାର କାର୍ଡ଼ ତିଆରି କରାଉଥିଲା। ତା’ପରେ ବାଂଲାଦେଶୀ ଯୁବତୀମାନଙ୍କୁ ଓଡ଼ିଶାରେ ବିଭିନ୍ନ ହୋଟେଲ୍‌ ଓ ଲଜରେ ଦେହ ବ୍ୟବସାୟ କାମରେ ନିୟୋଜିତ କରାଯାଉଥିଲା।

ସେକ୍ସରାକେଟ୍‌କୁ କଣ୍ଟ୍ରୋଲ କରିବା ପାଇଁ ଦିଦି ଜଣେ ମ୍ୟାନେଜରଙ୍କୁ ନିଯୁକ୍ତି ଦେଇଥିଲା। ତା’ ଅଧୀନରେ ଏକାଧିକ ଏଜେଣ୍ଟ କାମ କରୁଥିଲେ। ଅନ୍‌ଲାଇନ୍‌ରେ ତରୁଣୀଙ୍କୁ ବୁକିଂ କରାଯାଉଥିଲା। ଡିଲ୍‌ ପରେ କଥା ଆଗକୁ ଯାଉଥିଲା। ନିକଟରେ ଜଣେ ଯୁବତୀଙ୍କୁ ହୋଟେଲ ରୁମ୍‌ରେ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଏହି ବାଂଲାଦେଶୀ ଲିଙ୍କର ଖୁଲାସା ହୋଇଥିଲା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌। ପରେ ଅନ୍ୟ ଜଣେ ବାଂଲାଦେଶୀ ଯୁବତୀ ଗଣମାଧ୍ୟମକୁ ଆସି ଦିଦିଙ୍କ ପୋଲ୍‌ ଖୋଲିଥିଲା।

ଏହି ଘଟଣାରେ ଆଜି ଏସ୍‌ଟିଏଫ୍‌ ସେକ୍ସରାକେଟ୍‌ର କିଙ୍ଗପିନ୍‌ ଦିଦି ଅଞ୍ଜଳି ଓ ତାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱର ଉପକଣ୍ଠ ପିପିଲି ଅଞ୍ଚଳରୁ ଗିରଫ କରିଛି। କେବଳ ସେତିକି ନୁହେଁ, ସେମାନଙ୍କ ପାଖରେ କାମ କରୁଥିବା କେତେକ ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଧରାଯାଇଥିବା ସୂଚନା ମିଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story