ଲୋକାଲ ଟୋକାଙ୍କ ଅମାନବୀୟ କାର୍ଯ୍ୟ: ଏକାନ୍ତରେ ଗପସପ ହେଉଥିବା ପ୍ରେମୀଯୁଗଳଙ୍କୁ ଉଲଗ୍ନ କରି ଭିଡିଓ ସୁଟ୍‌

<p>ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ରାତି ଅଧରେ ପ୍ରେମୀଯୁଗଳଙ୍କୁ &nbsp;ଧମକଚମକ ଦେଇ ଉଲଗ୍ନ ଅଭିଯୋଗ। ଏମିତି ଏକ ଅଭାବନୀୟ ଘଟଣା ଖଣ୍ଡଗିରି ଉପବର୍ତ୍ତୀ ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁଯାୟ ଏହି ପ୍ରେମୀ ଯୁଗଳ ହେଉଛନ୍ତି ରାଜଧାନୀର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ। ଦୁହେଁ ଗତକାଲି&nbsp; ସନ୍ଧ୍ୟାରେ ଏକ ନିର୍ଜନ ସ୍ଥାନରେ ଛିଡା ହୋଇ ଗପସପ ହେଉଥିଲେ । ତେବେ ଏହି ସମୟରେ ୩ ଯୁବକ ଆସି ସମ୍ପୃକ୍ତ &nbsp;ଯୁବତୀଙ୍କୁ ଟଣାଓଟରା କରିବା ସହ ଜବରଦସ୍ତ ଉଲଗ୍ନ କରିଥିଲେ।</p> <p>ଏହି ଟଣାଓଟରା ଭିତରେ ସମ୍ପୃକ୍ତ ପ୍ରେମିକ ଜଣକ ମଧ୍ୟ ଶିକାର ହୋଇଛନ୍ତି। &nbsp;ଛାତ୍ରୀଙ୍କୁ ଖୁଲମ୍&zwnj;ଖୁଲା ଯୌନ ନିର୍ଯାତନା ଦିଆଯିବା ସହ ଆରମ୍ଭ ହୋଇଥିଲା ଭିଡିଓ ସୁଟ୍&zwnj;। ଏହାର ଏକ ଭିଡିଓ ସୋସିଆଲ୍ ମିଆରେ ଭାଇରାଲ୍ ହେବାପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭିଡିଓରେ ଛାତ୍ରୀ ଜଣଙ୍କୁ ଜୋର ଜବରଦସ୍ତ ନିଜ ପୋଷାକ ଖୋଲିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି। ତେବେ ଭାଇରାଲ୍ ଭିଡିଓ ସଂପର୍କରେ ଛାତ୍ରୀ କିମ୍ବା ତାଙ୍କ ବନ୍ଧୁଙ୍କ ପକ୍ଷରୁ ପୋଲିସ୍ ନିକଟରେ ଏଯାଏଁ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 04:15 PM IST

Sports

Latest News

<p>ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ରାତି ଅଧରେ ପ୍ରେମୀଯୁଗଳଙ୍କୁ &nbsp;ଧମକଚମକ ଦେଇ ଉଲଗ୍ନ ଅଭିଯୋଗ। ଏମିତି ଏକ ଅଭାବନୀୟ ଘଟଣା ଖଣ୍ଡଗିରି ଉପବର୍ତ୍ତୀ ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁଯାୟ ଏହି ପ୍ରେମୀ ଯୁଗଳ ହେଉଛନ୍ତି ରାଜଧାନୀର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ। ଦୁହେଁ ଗତକାଲି&nbsp; ସନ୍ଧ୍ୟାରେ ଏକ ନିର୍ଜନ ସ୍ଥାନରେ ଛିଡା ହୋଇ ଗପସପ ହେଉଥିଲେ । ତେବେ ଏହି ସମୟରେ ୩ ଯୁବକ ଆସି ସମ୍ପୃକ୍ତ &nbsp;ଯୁବତୀଙ୍କୁ ଟଣାଓଟରା କରିବା ସହ ଜବରଦସ୍ତ ଉଲଗ୍ନ କରିଥିଲେ।</p><p>ଏହି ଟଣାଓଟରା ଭିତରେ ସମ୍ପୃକ୍ତ ପ୍ରେମିକ ଜଣକ ମଧ୍ୟ ଶିକାର ହୋଇଛନ୍ତି। &nbsp;ଛାତ୍ରୀଙ୍କୁ ଖୁଲମ୍&zwnj;ଖୁଲା ଯୌନ ନିର୍ଯାତନା ଦିଆଯିବା ସହ ଆରମ୍ଭ ହୋଇଥିଲା ଭିଡିଓ ସୁଟ୍&zwnj;। ଏହାର ଏକ ଭିଡିଓ ସୋସିଆଲ୍ ମିଆରେ ଭାଇରାଲ୍ ହେବାପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭିଡିଓରେ ଛାତ୍ରୀ ଜଣଙ୍କୁ ଜୋର ଜବରଦସ୍ତ ନିଜ ପୋଷାକ ଖୋଲିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି। ତେବେ ଭାଇରାଲ୍ ଭିଡିଓ ସଂପର୍କରେ ଛାତ୍ରୀ କିମ୍ବା ତାଙ୍କ ବନ୍ଧୁଙ୍କ ପକ୍ଷରୁ ପୋଲିସ୍ ନିକଟରେ ଏଯାଏଁ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos