ତୁଳସୀ କ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର: ‘କରୋନା’ ପାଇଁ ସବୁଠି ଅଟିକିଲା ରଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବାଦ ବିବାଦ, ଘଣ୍ଟା ଚକଟା ପରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ରଥ। ହେଲେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରମୁଖ ପୀଠରେ କିନ୍ତୁ ରଥକୁ ଗଲେନି ମହାବାହୁ। ‘କରୋନା’ ପାଇଁ ସୁପ୍ରିମକୋର୍ଟଙ୍କ କଟକଣା ପରେ ପୁରୀ ବ୍ୟତୀତ ସବୁ ସ୍ଥାନରେ ବନ୍ଦ ରହିଲା ରଥଯାତ୍ରା। କୋରାପୁଟ ଶାବର ଶ୍ରୀକ୍ଷେତ୍ର ୩ ରଥ ବଦଳରେ ଦେଉଳ ବେଢ଼ା ଭିତରେ ଗଡ଼ିଛି ପ୍ରତିକାତ୍ମକ ଛୋଟ ରଥ। ଗୁଣ୍ଡଚା ମଣ୍ଡପ ଯିବାର ଅବକାଶ ନଥିବାରୁ ମନ୍ଦିର ବେଢ଼ା […]

jaga

jaga

Manoranjan Sial
  • Published: Tuesday, 23 June 2020
  • Updated: 23 June 2020, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବାଦ ବିବାଦ, ଘଣ୍ଟା ଚକଟା ପରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ରଥ। ହେଲେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରମୁଖ ପୀଠରେ କିନ୍ତୁ ରଥକୁ ଗଲେନି ମହାବାହୁ। ‘କରୋନା’ ପାଇଁ ସୁପ୍ରିମକୋର୍ଟଙ୍କ କଟକଣା ପରେ ପୁରୀ ବ୍ୟତୀତ ସବୁ ସ୍ଥାନରେ ବନ୍ଦ ରହିଲା ରଥଯାତ୍ରା।

କୋରାପୁଟ ଶାବର ଶ୍ରୀକ୍ଷେତ୍ର ୩ ରଥ ବଦଳରେ ଦେଉଳ ବେଢ଼ା ଭିତରେ ଗଡ଼ିଛି ପ୍ରତିକାତ୍ମକ ଛୋଟ ରଥ। ଗୁଣ୍ଡଚା ମଣ୍ଡପ ଯିବାର ଅବକାଶ ନଥିବାରୁ ମନ୍ଦିର ବେଢ଼ା ପରିସରରେ ଅସ୍ଥାୟୀ ଗୁଣ୍ଡିଚା ଘରେ ପାଳନ ହୋଇଛି ଠାକୁରଙ୍କ ରୀତିନୀତି। କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ବଡ଼ ଠାକୁର ବଳଦେବଜୀଉଙ୍କ ମନ୍ଦିର ସାମ୍ନାର ଦଣ୍ଡାୟମାନ ଅସମ୍ପୂର୍ଣ୍ଣ ରଥ। ୧୪୪ କଟକଣା ପାଇଁ ରଥଯାତ୍ରା ବନ୍ଦ।

ସେହିଭଳି ଶହ ଶହ ବର୍ଷର ରଥଯାତ୍ରା ପରମ୍ପରା ଭଙ୍ଗ ହୋଇଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ। ଏଠାରେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ଅଧାଗଢ଼ା ଅବସ୍ଥାରେ ରହିଛନ୍ତି ତିନି ରଥ। ଆଉ ପରମ୍ପରା ବଞ୍ଚାଇବାକୁ ଆଜି ମନ୍ଦିର ଭିତରେ ପାଳିତ ହୋଇଛି ନୀତିକାନ୍ତି।

‘କୋରନା’ ପାଇଁ ଚଳିତବର୍ଷ ରଥଯାତ୍ରା ମାହୋଲରୁ ବଞ୍ଚିତ ହୋଇଛନ୍ତି ସମଗ୍ର ରାଜ୍ୟବାସୀ। ଗାଁରୁ ବଡ଼ ସହର ଯାଏଁ କେଉଁଠି ଦେଖିବାକୁ ମିଳିନି ରଥଯାତ୍ରାର ଉତ୍ସାହ। ରାଜଧାନୀରରେ ଇସ୍କନ ପକ୍ଷରୁ ମହା ଆଡ଼ମ୍ବରରେ ଯାତ୍ରା ଆୟୋଜନ ହେଉଥିଲେ ମଧ୍ୟ ପ୍ରଶାସନର ବାରଣ ପରେ ବନ୍ଦ ରହିଛି ଉତ୍ସବ। ସେହିଭଳି କେନ୍ଦୁଝରରେ ବିଶାଳ ରଥ ନିର୍ମାଣ ହୋଇଥିଲେ ବି ବିଜେ ହୋଇ ନାହାନ୍ତି ଠାକୁର। ଭଦ୍ରକରେ କିନ୍ତୁ ସୀମିତ ସେବାୟତଙ୍କ ମଧ୍ୟରେ ପରମ୍ପରାକୁ ଉଜ୍ଜିବିତ ରଖିଛନ୍ତି ଆୟୋଜକ। ସେହିଭଳି ନୂଆପଡ଼ାର ବଡ଼ ରଥ ବଦଳରେ ହିନ୍ଦୁ-ମୁସଲମାନ ମିଶି ପ୍ରତିକାତ୍ମକ ଭାବେ ରାସ୍ତାରେ ଗଡ଼ାଇଛନ୍ତି ସୋଲ ତିଆରି ରଥ। ହେଲେ କେଉଁଠି ବି ରଥ ଉପରେ ନିଜ ପ୍ରାଣର ଦେବତାଙ୍କୁ ଦର୍ଶନ କରିନପାରି ନିରାଶ ହୋଇଛି ଭକ୍ତ।

ଆଜିର ଦିନରେ ଦେଶବିଦେଶରେ ମଧ୍ୟ ଧୁମ୍‌ଧାମରେ ପାଳିତ ହୁଏ ରଥଯାତ୍ରା। ହେଲେ ‘କରୋନା’ ପାଇଁ ସବୁଠି କଟକଣା ଥିବାରୁ ଗଡ଼ିପାରିନି କାଳିଆ ରଥ। ତେବେ ନ୍ୟୁଜିଲାଣ୍ଡ ଭଳି ‘କରୋନା’କୁ ଆୟତ୍ତ କରିଥିବା କିଛି ଦେଶରେ କାଁଭାଁ ରଥଯାତ୍ରାର ଝଲକ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story