ଧନ୍ୟ ଆମ ସରକାରଙ୍କ ପୂଜ୍ୟପୂଜା, ନେତାଜୀଙ୍କୁ ବି ଚିହ୍ନନ୍ତିନି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ସଂଗ୍ରାମର ଶ୍ରେଷ୍ଠ ସେନାନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ଫଟୋଚିତ୍ର ଆମ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଏହା ଆମେ କହୁନୁ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର ପ୍ରମୁଖ ସମ୍ବାଦପତ୍ରକୁ ଦିଆଯାଇଥିବା ବିଜ୍ଞାପନ ଅର୍ଡରରୁ ଏକଥା ସ୍ପଷ୍ଟ ଜଣାପଡ଼ୁଛି। ଅବଶ୍ୟ ବିଜ୍ଞାପନରେ ଉଦ୍ଦିଷ୍ଟ ଫଟୋ ନେତାଜୀଙ୍କ ବଦଳରେ ବଲିଉଡର ଜଣେ ଅଭିନେତାଙ୍କର ବୋଲି କିଛି ସମ୍ବାଦପତ୍ର ସଂସ୍ଥା […]

netaji11111111111111

netaji11111111111111

Manoranjan Sial
  • Published: Wednesday, 23 January 2019
  • Updated: 23 January 2019, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ସଂଗ୍ରାମର ଶ୍ରେଷ୍ଠ ସେନାନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ଫଟୋଚିତ୍ର ଆମ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଏହା ଆମେ କହୁନୁ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର ପ୍ରମୁଖ ସମ୍ବାଦପତ୍ରକୁ ଦିଆଯାଇଥିବା ବିଜ୍ଞାପନ ଅର୍ଡରରୁ ଏକଥା ସ୍ପଷ୍ଟ ଜଣାପଡ଼ୁଛି। ଅବଶ୍ୟ ବିଜ୍ଞାପନରେ ଉଦ୍ଦିଷ୍ଟ ଫଟୋ ନେତାଜୀଙ୍କ ବଦଳରେ ବଲିଉଡର ଜଣେ ଅଭିନେତାଙ୍କର ବୋଲି କିଛି ସମ୍ବାଦପତ୍ର ସଂସ୍ଥା ଆପତ୍ତି ଉଠାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା, ଆଉ ରାତିଅଧିଆ ନେତାଜୀଙ୍କ ପ୍ରକୃତ ଫଟୋ ଖୋଜାପଡ଼ିଥିଲା ଓ ସଂଶୋଧିତ ବିଜ୍ଞାପନ ଜାରି କରାଯାଇଥିଲା ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଜାନୁଆରୀ ୨୩ତାରିଖ ଓଡ଼ିଶାରେ ଜନ୍ମିତ ଦୁଇ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ହୋଇଥିବାରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ସମ୍ବାଦପତ୍ର ସଂସ୍ଥାକୁ ଅଧ ପୃଷ୍ଠାର ବିଜ୍ଞାପନ ଜାରି କରାଯାଇଥିଲା। ରାଜ୍ୟ ସରକାର ନେତାଜୀଙ୍କ ପରିବର୍ତ୍ତେ ବଲିଉଡ୍ ଅଭିନେତା ସଚିନ୍ ଖେଦକରଙ୍କ ଫଟୋକୁ ଲଗାଇ ଜନ୍ମଜୟନ୍ତୀରେ ତାଙ୍କୁ ମନେପକାଇଥିଲେ। ତେବେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ବିଜ୍ଞାପନରେ ଥିବା ନେତାଜୀଙ୍କ ଫଟୋ ଭୁଲ୍ ବୋଲି ଏକ ସମ୍ବାଦପତ୍ର ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ଏହି ତ୍ରୁଟି ସୁଧାରିବାକୁ ତତ୍ପରତା ପ୍ରକାଶ ପାଇଥିଲା। ମାତ୍ର ଫଟୋ ପରିବର୍ତ୍ତନ କରିବାରେ ମାତ୍ରାଧିକ ବିଳମ୍ବ ଯୋଗୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞାପନକୁ ନିଜର ପଶ୍ଚିମ ଓଡ଼ିଶା ସଂସ୍କରଣରେ ପ୍ରକାଶିତ କରିବାରେ ଅଧିକାଂଶ ସମ୍ବାଦପତ୍ର ବିଫଳ ହୋଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବ କରୁଥିବା ପଶ୍ଚିମ ଓଡ଼ିଶାବାସୀ -ଗୋଟିଏ-ଦୁଇଟି ସମ୍ବାଦପତ୍ରକୁ ଛାଡ଼ିଦେଲେ- ରାଜ୍ୟର ଅଗ୍ରଣୀ ସମ୍ବାଦପତ୍ରଗୁଡ଼ିକରେ ତାଙ୍କର ସ୍ମୃତିରେ ଓଡ଼ିଶା ସରକାର ଜାରି କରିଥିବା ବିଜ୍ଞାପନ ଦେଖିବାରୁ ବଞ୍ଚିତ ହୋଇଥିଲେ।

ସମଗ୍ର ଦେଶରେ ନେତାଜୀଙ୍କ ସମ୍ମାନରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ଜନ୍ମ ନେଇଥିବାରୁ ଓଡ଼ିଶା ସରକାର ନେତାଜୀଙ୍କ ସମ୍ମାନରେ କଟକରେ ଏକ ମ୍ୟୁଜିୟମ ମଧ୍ୟ କରିଛନ୍ତି। କିନ୍ତୁ ତାଙ୍କର ଜୟନ୍ତୀରେ ସରକାର ସମ୍ବାଦପତ୍ରକୁ ବିଜ୍ଞାପନ ଦେବା ପୂର୍ବରୁ କେହି କେମିତି ଏପରି ସାଂଘାତିକ ଭୁଲ ଦେଖିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ପୂଜ୍ୟପୂଜାକୁ ନେଇ ରାଜ୍ୟ ସରକାର ଲମ୍ବାଚଉଡ଼ା ଭାଷଣ ଦେଉଥିବା ସହ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଖୋଦ୍ ସରକାରୀ ବିଜ୍ଞାପନରେ ଏଭଳି ତ୍ରୁଟି କିଭଳି ରହିଲା? ସରକାରୀ ବିଜ୍ଞାପନକୁ ସମ୍ବାଦପତ୍ରରେ ଜାରି କରିଥିବା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କିଭଳି ଏତେ ବେପରୁୱା ହୋଇଗଲେ? ତୃତୀୟ ମହଲାର ବିନା ଇସାରାରେ ଗୋଟିଏ ବି ବିଜ୍ଞାପନ ଜାରି ହେଉନଥିବାବେଳେ ଏହି ନେତାଜୀଙ୍କ ସମ୍ପର୍କିତ ବିଜ୍ଞାପନ ଜାରି ନିମନ୍ତେ ଚୂଡ଼ାନ୍ତ ଅନୁମତି କିଏ ଦେଇଥିଲେ? ଲୋକସମ୍ପର୍କ ବିଭାଗରେ ପୁଳାପୁଳା ଅଫିସର ରହିଥିବାବେଳେ ଏଭଳି ଗୁରୁତର ବିଚ୍ୟୁତି କେମିତି ଘଟିଲା ବୋଲି ପ୍ରଶ୍ନ ଉଠୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story