ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରାମଜନ୍ମ ନୀତି

ପୁରୀ: ରାମ ନବମୀ ଅବସରରେ ଶ୍ରୀ ମନ୍ଦିରରେ ଆଜି ରାମଜନ୍ମ ନୀତି ଅନୁଷ୍ଠିତ ହେବ। ଗତକାଲି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କୁ ଜେଉଡ ଭୋଗ ଲାଗି ହୋଇଥିଲା। ଆଜି ନବମୀ ଦିନ ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମାକୁ ରତ୍ନସିଂହାସନକୁ  ବିଜେ କରାଯିବ। ସେଠାରେ ପୂଜାପଣ୍ଡାମାନେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀରାମଙ୍କୁ ପ୍ରଦାନ କରିଥାଆନ୍ତି। ଏହାପରେ ଶ୍ରୀରାମଙ୍କୁ  ପ୍ରଦାନ କରିଥାଆନ୍ତି। ଏହାପରେ ଶ୍ରୀରାମଙ୍କ ପ୍ରତିମାକୁ ଭିତରକାଠ ନିକଟ ରାଘବ ମଣ୍ଡଳକୁ ବିଜେ କରାଯାଇଥାଏ। ୨ ଜଣ ମହାଜନ […]

Puri

Puri

Rakesh Mallick
  • Published: Friday, 15 April 2016
  • Updated: 15 April 2016, 02:49 AM IST

Sports

Latest News

ପୁରୀ: ରାମ ନବମୀ ଅବସରରେ ଶ୍ରୀ ମନ୍ଦିରରେ ଆଜି ରାମଜନ୍ମ ନୀତି ଅନୁଷ୍ଠିତ ହେବ। ଗତକାଲି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କୁ ଜେଉଡ ଭୋଗ ଲାଗି ହୋଇଥିଲା। ଆଜି ନବମୀ ଦିନ ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମାକୁ ରତ୍ନସିଂହାସନକୁ  ବିଜେ କରାଯିବ।

ସେଠାରେ ପୂଜାପଣ୍ଡାମାନେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀରାମଙ୍କୁ ପ୍ରଦାନ କରିଥାଆନ୍ତି। ଏହାପରେ ଶ୍ରୀରାମଙ୍କୁ  ପ୍ରଦାନ କରିଥାଆନ୍ତି। ଏହାପରେ ଶ୍ରୀରାମଙ୍କ ପ୍ରତିମାକୁ ଭିତରକାଠ ନିକଟ ରାଘବ ମଣ୍ଡଳକୁ ବିଜେ କରାଯାଇଥାଏ। ୨ ଜଣ ମହାଜନ ସେବାୟତ ଦଶରଥ ଏବଂ କୌଶଲ୍ୟା ଭୂମିକାରେ ଅବତୀର୍ଣ୍ଣ ହୋଇ ପାଟ ଖଣ୍ଡୁଆ ଘୋଡ଼ାଇ ହୋଇ ରାମଜନ୍ମନୀତି ପାଳନ କରିଥାନ୍ତି।

ଆଜିଠୁ ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ୍ରା ଆରମ୍ଭ ହେବ। ଏଥିପାଇଁ ପୁରୀର ସମସ୍ତ ସାହିରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ପ୍ରଥମ ଦିନରେ କାଳିକାଦେବୀ ସାହି ତରଫରୁ ସାହିଯାତ୍ରା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story