ଶିବ ଲିଙ୍ଗକୁ ତାଡ଼ି ନେଇଗଲେ

ନବରଙ୍ଗପୁର: ଶେଷରେ ଶିବ ଲିଙ୍ଗକୁ ବି ଛାଡ଼ିଲେନି ଚୋର। ଶୈବପୀଠରୁ ଶିବ ଲିଙ୍ଗକୁ ତାଡ଼ି ନେଇଗଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚନ୍ଦନଧାରା ଶୈବପୀଠରୁ ଏହି ଶିବଲିଙ୍ଗ ଚୋରି ହୋଇଥିବା ଅଭିଯାଗ ହୋଇଛି।  ଚନ୍ଦନଧାରା ଜଳ ପ୍ରପାତ ନିକଟରେ ଥିବା ଏହି ଶୈବପୀଠ ସବୁଦିନ ଚଳଚଞ୍ଚଳ ଥାଏ। ତେବେ ଗତକାଲି ସ୍ଥାନୀୟ ଲୋକେ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିର ଭିତରେ ଶିବ ଲିଙ୍ଗ ନ ଥିବା ଦେଖିବାକୁ ପାଇଥିଲେ। ତେବେ ଏହି ଶିବ ଲିଙ୍ଗି କିଏ […]

j-111

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 10:34 PM IST

ନବରଙ୍ଗପୁର: ଶେଷରେ ଶିବ ଲିଙ୍ଗକୁ ବି ଛାଡ଼ିଲେନି ଚୋର। ଶୈବପୀଠରୁ ଶିବ ଲିଙ୍ଗକୁ ତାଡ଼ି ନେଇଗଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚନ୍ଦନଧାରା ଶୈବପୀଠରୁ ଏହି ଶିବଲିଙ୍ଗ ଚୋରି ହୋଇଥିବା ଅଭିଯାଗ ହୋଇଛି।  ଚନ୍ଦନଧାରା ଜଳ ପ୍ରପାତ ନିକଟରେ ଥିବା ଏହି ଶୈବପୀଠ ସବୁଦିନ ଚଳଚଞ୍ଚଳ ଥାଏ। ତେବେ ଗତକାଲି ସ୍ଥାନୀୟ ଲୋକେ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିର ଭିତରେ ଶିବ ଲିଙ୍ଗ ନ ଥିବା ଦେଖିବାକୁ ପାଇଥିଲେ। ତେବେ ଏହି ଶିବ ଲିଙ୍ଗି କିଏ ଚୋରି କରିଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ।

Related story