ଗେଷ୍ଟ ହାଉସ୍‌ରୁ ଅସଂଯତ ଅବସ୍ଥାରେ ଧରାହେଲେ ୬ ପ୍ରେମୀ ଯୁଗଳ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍‌। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍‌ ଥାନା ପୁଲିସ ୬ ଯୁବତୀଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ଆଜି ମଧ୍ୟାହ୍ନରେ ସିପି ଛକରେ ଥିବା ଏକ […]

jagatsinghpur

jagatsinghpur

Manoranjan Sial
  • Published: Wednesday, 27 November 2019
  • Updated: 27 November 2019, 08:21 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍‌। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍‌ ଥାନା ପୁଲିସ ୬ ଯୁବତୀଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ।

ଆଜି ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ ହାଉସ୍‌ରେ ଦେହବେପାର ଚାଲିଥିଲା। ଏ ସମ୍ପର୍କରେ ସଦର ଥାନା ପୁଲିସ ଜାଣିପାରି ଅଚାନକ ଉକ୍ତ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା। ଏହି ସମୟରେ ୬ଟି ରୁମ୍‌ରେ ୬ ଜଣ ଯୁବକ ଓ ୬ ଜଣ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ପୁଲିସ ଧରିଥିଲା। ଏହାଛଡ଼ା କିଛି କଣ୍ଡୋମ ମଧ୍ୟ ଉଦ୍ଧାର କରିଥିଲା। ଏମାନେ ପ୍ରେମୀ ଯୁଗଳ ବୋଲି ଜଣାପଡ଼ିଛି। ପୁଲିସ ଧରିଥିବା କରିବା ଯୁବତୀଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ଉଦ୍ଧାର ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ କଲେଜ ଛାତ୍ରୀ। ସେମାନେ ବିଭିନ୍ନ କଲେଜରେ ପାଠ ପଢ଼ନ୍ତି।

ପୁଲିସ ଏହି ଘଟଣାରେ ମାମଲା ରୁଜୁ ଜଣେ ଗେଷ୍ଟ ହାଉସ୍‌ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story